ସ୍ୱେଚ୍ଛାସେବୀ ଅନୁପମା ପଣ୍ଡାଙ୍କୁ ସ୍ୱତନ୍ତ୍ର ସମ୍ମାନ “ସେବା-ସହଯୋଗରୁ ଐଶରୀୟ ଆନନ୍ଦ ମିଳେ”

କଟକ,(ଓଡିଶା ଟାଇମ୍) : ଲୋକଙ୍କ ସେବା କରିବାରେ ଐଶରୀୟ ଆନନ୍ଦ ମିଳେ। ସେହିଭଳି ଆତ୍ମସନ୍ତୋଷ କେବଳ ଅନୁଭବୀ ହିଁ ଜାଣିପାରେ। ସେସବୁ ଶବ୍ଦରେ ପ୍ରକାଶ କରିବା ସହଜ ନୁହେଁ। ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ ହେବା … Read More