ଅମ୍ପନ: ସ୍ଥାନାନ୍ତର ହେଉଛନ୍ତି ଲୋକେ, ତଦାରଖ କଲେ ଡିଆଇଜି ଆଶୀଷ ସିଂହ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌):ବାତ୍ୟା ଆମ୍ଫନ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନାକୁ ନଜରରେ ରଖାଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳ ରାଜନଗର ଓ ମହାକଳପଡ଼ା ବ୍ଲକ ଅଂଚଳରେ ସମୁଦ୍ର ଉପକୂଳ ଅଂଚଳରୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ … Read More

ରାଜ୍ୟରେ ମାହାବାତ୍ୟା ‘ଅମ୍ପନ’ର ପ୍ରଭାବ: ୧ଲକ୍ଷ ୧୬ ହଜାର ସ୍ଥାନାନ୍ତର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପସାଗରରେ ସୃଷ୍ଟ ଘୂଣ୍ଣିଝଡ଼ ଅମ୍ପନ ଉତ୍ତର-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ମହାବାତ୍ୟା ରୂପ ଧାରଣ କରିଛି।   ଏହାର କେନ୍ଦ୍ରସ୍ଥଳ ରାତି ସାଢ଼େ ୨ଟାରେ ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଥିଲା। ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଓଡ଼ିଶା … Read More

ବ୍ୟାପକ କ୍ଷତି କରିପାରେ ‘ଅମ୍ପନ’

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): ମହାବାତ୍ୟା ‘ଅମ୍ପନ’ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ସାମୁଦ୍ରିକ ବାତ୍ୟା ବର୍ତ୍ତମାନ କରାଳ ରୂପ ଧାରଣ କରି ପଶ୍ଚିମବଙ୍ଗ ଏବଂ ଓଡିଶା ସ୍ଥଳ ଭାଗ ଅଞ୍ଚଳକୁ ଦୃତ ଗତିରେ … Read More

୧୯୯୯ ମହାବାତ୍ୟା ପରେ ଆସିଥିବା ବାତ୍ୟା ମଧ୍ୟରେ ସବୁଠୁ ଶକ୍ତିଶାଳୀ ‘ଅମ୍ପନ’

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ):  ଦକ୍ଷିଣ ବଙ୍ଗୋପସାଗରରର କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଥିବା ମହାବାତ୍ୟା ଅମ୍ପନ ଚଳିତ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା। ଅର୍ଥାତ୍‌ ୧୯୯୯ପରେ ଯେତିକି ବାତ୍ୟା ସୃଷ୍ଟି ହୋଇଛି ସମୁଠାରୁ ଶକ୍ତିଶାଳୀ ବୋଲି ଭାରତ ପାଣିପାଗ … Read More

ଉପକୂଳ ପାଖଉଛି ଅମ୍ପନ୍‌, ରାଜ୍ୟରେ ଆରମ୍ଭ ହେଲାଣି ହାଲୁକା ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମୁହାଁଉଛି ମହାବାତ୍ୟା ଅମ୍ପନ। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହା  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀୟା ଦ୍ଵୀପ ମଧ୍ୟବର୍ତ୍ତୀ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ଏହି ସମୟ ଭିତରେ ଏହା ଓଡ଼ିଶା ଉପକୂଳ … Read More

ଦୁର୍ବଳ ହେଉଛି ମହାବାତ୍ୟା ‘‘ଅମ୍ପନ’’

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସମୁଦ୍ର ମଧ୍ୟରେ ଦୁର୍ବଳ ହେବାକୁ ଲାଗିଛି ମହାବାତ୍ୟା ଅମ୍ପନ । ଧୀରେ ଧୀରେ ତାର ଶକ୍ତି ହରାଉଛିି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ … Read More

୨୧ ବର୍ଷ ପରେ ଅମ୍ଫାନ୍ ଝଡ଼-୧୯୫ କିମି ବେଗରେ ବୋହିବ ପବନ

ମହାବାତ୍ୟା ‘ଆମ୍ଫାନ୍’ (ସୁପର ସାଇକ୍ଲୋନ୍ ଆମ୍ଫାନ୍) ବହୁତ ଜୋରରେ ଚାଲିଛି ଏବଂ ଭାରତୀୟ ଉପକୂଳ ଆଡ଼କୁ ବଢ଼ୁଛି । ୧୯୯୯ ପରଠାରୁ ପ୍ରଥମ ଥର ପାଇଁ ଭାରତରେ ଏକ ସୁପର ସାଇକ୍ଲୋନ୍ ଧକ୍କା ଦେଉଛି । ଏହି ଝଡ଼ ବିପଜ୍ଜନକ ହୋଇଥିବାରୁ … Read More

ଅମ୍ପନ୍‌ ପ୍ରଭାବ: ଗଜପତିଠୁ କେନ୍ଦ୍ରାପଡ଼ା ଯାଏ ଆଜି ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂଣ୍ଣିଝଡ଼ ଅମ୍ପନ୍‌ କ୍ରମଶଃ ଅଧିକ ଘନୀଭୂତ ହୋଇ ସାଂଘାତିକ ବାତ୍ୟା ରୂପ ଧାରଣ କରିଛି। ଏହା ୨୦ ତାରିଖ ସନ୍ଧ୍ୟାବେଳେ ପଶ୍ଚିମବଙ୍ଗର ଦୀଘା ଦେଇ ବାଂଲାଦେଶର ହାତିୟା ଦ୍ଵୀପ … Read More

ଅମ୍ପନ୍‌‌ ସତର୍କ: ରାଜଧାନୀକୁ ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର ଦେଇ ଯିବନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ୪ ଦିନ ଯାଏ, ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିବା ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର-ହିଜିଲି ରୁଟ୍‌ରେ ଯିବ ନାହିଁ। ଏହା ଭୁବନେଶ୍ଵରରୁ ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା-ଟାଟା ହୋଇ ନୂଆଦିଲ୍ଲୀ ଯିବ। ଏଣୁ ଭଦ୍ରକ, ବାଲେଶ୍ଵରଓ ହିଜିଲି ରୁଟ୍‌ର ଯାତ୍ରୀମାନେ ଏହାର ଫାଇଦା … Read More

ବାତ୍ୟାର ଟେର ପାଉନାହାନ୍ତି ପାଣିପାଗ ବିଜ୍ଞାନୀ, କେନ୍ଦ୍ରାପଡ଼ାରେ ହୋଇପାରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପାରାଦୀପଠାରୁ ୯୦୦ କିଲୋମିଟର ଦୂରରେ ଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ୍‌ (ଉମ୍‌-ପୁନ୍) ଅଧିକ ଉଗ୍ର ହେବାରେ ଲାଗିଛି। ଏହା ବାତ୍ୟା ରୂପ ନେଇ ସାରିଲାଣି। ଅତି ସାଂଘାତିକ ବାତ୍ୟା ହେବାକୁ ଯାଉଛି।  ଆଜି ରାତିଠୁ ଏହି ବାତ୍ୟା … Read More