ଅମ୍ଫନ କ୍ଷୟ କ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାର ଅମ୍ଫନ କ୍ଷତିଗ୍ରସ୍ତ ଅଞ୍ଚଳରେ ଅନୁଧ୍ୟାନ କରିବାକୁ ଭୁବନେଶ୍ବରରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି । ଏହି ଟିମ୍ ସକାଳୁ ବାଲେଶ୍ବର ଓ କେନ୍ଦ୍ରାପଡା ଅଭିମୁଖେ ବାହାରିଛନ୍ତି । ଗୃହ ବିଭାଗର ଯୁଗ୍ମ ସଚିବ … Read More

ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗୋକୁ ସହାୟତାର ହାତ ବଢାଇଲା ଓଡିଶା

ଭୁବନେଶ୍ୱର,(ଓଡିଶା ଟାଇମ୍) : ବାତ୍ୟା ଅମ୍ପନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗୋ । ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ ଟିମଙ୍କ ସହ ୫୦୦ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି … Read More

ଆଜି ଆସିବେ ପ୍ରଧାନମନ୍ତ୍ରୀ: ଅପରାହ୍ଣରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ରହିବା କାର୍ଯ୍ୟକ୍ରମ ରହିଛି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ … Read More

ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର                   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍‌ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ  ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର … Read More

ଅମ୍ପନ: ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ୪ଘଣ୍ଟା ଲାଗିବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଏ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଅମ୍ପନ୍‌ର ଲ୍ୟାଣ୍ଡଫଲ୍‌ ବା ଭୂପୃଷ୍ଠ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଢ଼େ ଦୁଇଟା ଭାରତୀୟ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେତେବେଳେ ବାତ୍ୟାର ଆଖି ବଙ୍ଗୋପସାଗରରେ ଦୀଘାଠାରୁ … Read More

ଅମ୍ପନ୍‌: ହାଇକୋର୍ଟଙ୍କ ଶୁଣାଣୀ ସ୍ଥଗିତ, ସବୁ ମାମଲାର କାଲିହେବ ବିଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମ୍ପନ ଜରୁରୀକାଳୀନ ସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶା ହାଇକୋର୍ଟ ଏହାଙ୍କ ଆଜି ନିର୍ଦ୍ଧାରିତ ସମସ୍ତ ଶୁଣାଣୀକୁ ସ୍ଥଗିତ କରିଛନ୍ତି। ଏକ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ବିଚାରବିଭାଗୀୟ ରେଜିଷ୍ଟ୍ରାର୍‌ କହିଛନ୍ତି ଯେ, ବୁଧବାର ଦିନ ବିଭିନ୍ନ ବେଞ୍ଚରେ ନିର୍ଦ୍ଧାରଣ କରାଯିବାକୁଥିବା … Read More

ପାରାଦୀପ, ଭୁବନେଶ୍ଵରରେ କମୁଛି; ଭଦ୍ରକ ଓ ବାଲେଶ୍ଵରରେ ବଢୁଛି    

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ବାତ୍ୟା ‘ଅମ୍ପନ’ ଧିରେ ଧିରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ପାରାଦୀପରେ ପୁରୀ, ଭୁବନେଶ୍ଵର ଓ କଟକରେ ଏବେ ପବନ ଧୀରେ ଧୀରେ କମୁଛି। କିନ୍ତୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ   ପବନର … Read More

ସନ୍ଧ୍ୟାଯାଏ ବାଲେଶ୍ଵରରେ ତୋଫାନ: ଘଣ୍ଟାକୁ ୧୨୫ କିଲୋମିଟର ହୋଇପାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵରରେ ସନ୍ଧ୍ୟାଯାଏ ବିପତ୍ତି ରହିଛି। ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏବେ ପବନର ବେଗ ଯଥେଷ୍ଟ ରହିଛି। ଏହା ସ୍ଥାନ ବିଶେଷରେ ୧୨୫ କିଲୋମିଟର ଯାଏ ପ୍ରବାହିତ ହେଉଛି। ଏହି ପରିସ୍ଥିତି ବିଳମ୍ବିତ ଅପରାହ୍ଣ ଯାଏ ଜାରି ରହିବ … Read More

ବାତ୍ୟା ଅମ୍ପନ ନେଲା ଜଣଙ୍କ ଜୀବନ; କାନ୍ଥ ପଡ଼ି ଭଦ୍ରକରେ ୩ବର୍ଷର ଶିଶୁପୁତ୍ର ମୃତ

   ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବାତ୍ୟା ଅମ୍ପନ କରାଳ ତାଣ୍ଡବ ରାଜ୍ୟରେ କିଛି ଜିଲାରେ ଦେଖିବାକୁ ମିଳିଛି l ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଘର କାନ୍ଥ ପଡି ଏକ ୩ବର୍ଷର ଶିଶୁ ପୁତ୍ର ମୃତ୍ୟୁ … Read More