ଚୀନ୍ ବିରୋଧରେ ଆମେରିକାରେ ଆଇନଗତ ସଂଶୋଧନ ପାରିତ – “କରୋନା ବାହାନା କରି ଭାରତୀୟ ଅଞ୍ଚଳ ଦଖଲ କରିବାକୁ ଚୀନ୍ର ଅପଚେଷ୍ଟା”
ଭାରତ ବିରୋଧରେ ଚୀନ୍ର ଆକ୍ରୋଶକୁ ସମାଲୋଚନା କରି ଆମେରିକା ସାମ୍ବିଧାନିକ ସଂଶୋଧନକୁ ସର୍ବସମ୍ମତି କ୍ରମେ ପାସ କରିଛି । ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ (ଏନଡିଏ)ରେ ସଂଶୋଧନ ପାରିତ ହୋଇଛି । ଗତ ମାସରେ ଲଦାଖର … Read More