ଭ୍ୟାକସିନ୍ ଉତ୍ପାଦନ ପାଇଁ ଆମେରିକା ପଠାଇଲା କଞ୍ଚାମାଲ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ମହାମାରୀ ମଧ୍ୟରେ ଭାରତରେ ସ୍ଥିତି ସଙ୍ଗିନ ହୋଇପଡିଛି l ବିଭିନ୍ନ ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଆମେରିକା ମଧ୍ୟ ଏହି ସଙ୍କଟ ମଧ୍ୟରେ ଭାରତକୁ ସହାୟତା ଜାରି ରଖିଛି । କୋଭିଡ୍-୧୯ … Read More