ନୋଟବନ୍ଦୀରୁ ତାଲା ବନ୍ଦ ଦେଶର ସର୍ବଗ୍ରାସୀ ବିପର୍ୟ୍ୟୟକାରୀଙ୍କୁ ହଟାଅ-ଭାରତ ବଞ୍ଚାଅ, ଭୁବନେଶ୍ୱର ଠାରେ ଜାତୀୟ ଆର୍ଥିକ ବିପର୍ୟୟ ଦିବସ ପାଳନଞ୍ଚ
ଭୁବନେଶ୍ବର, (ଓଡିଶା ଟାଇମ୍) : ନୋଟବନ୍ଦୀ ଠାରୁ ତାଲା ବନ୍ଦ ପର୍ୟ୍ୟନ୍ତ ୮ ନଭେମ୍ୱର ନୋଟବନ୍ଦୀର ୪ର୍ଥ ବାର୍ଷିକୀ ଅବସରରେ ଆର୍ଥିକ ମହାବିପର୍ୟ୍ୟର୍ୟ୍ୟୟ ଦିବସ ଭାବେ \”ଆମେ ଭାରତବାସୀ\” ପକ୍ଷରୁ ଭୁଵନେଶ୍ଵର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଠାରେ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ … Read More