ଏଲ୍‌ଆଣ୍ଡ୍‌ଟର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ହାସଲ କରିଛି ସର୍ବବୃହତ ବରାଦ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଦେଶର ଅଗ୍ରଣୀ ଇଞ୍ଜିନିୟରିଂ କଂପାନି ଲାର୍ସନ ଆଣ୍ଡ୍ ଟର୍ବୋ (ଏଲ୍‌ଆଣ୍ଡ୍‌ଟି)ର କନଷ୍ଟ୍ରକ୍ସନ ଓ ଖଣି ଉପକରଣ ବ୍ୟବସାୟ ୪୬ଟି କୋମାସୁ ଖଣି ଉପକରଣ ଯୋଗାଇବା ଲାଗି ଟାଟା ଷ୍ଟିଲ୍ ଠାରୁ ଏହାର ଅନ୍ୟତମ ସର୍ବବୃହତ ବରାଦ … Read More