AJIO.com ପକ୍ଷରୁ ଆକର୍ଷଣୀୟ ଡିସ୍କାଉଣ୍ଟ ସହ  ବିଗ୍ ବୋଲ୍ଡ ସେଲ ଘୋଷଣା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଭାରତର ଅଗ୍ରଣୀ ଅନଲାଇନ ଫ୍ୟାସନ ଇ-ରିଟେଲର AJIO.com  ପକ୍ଷରୁ ଲୋକପ୍ରିୟ ବ୍ରାଣ୍ଡ୍‌ଗୁଡିକର ପୋଷାକ ଓ ଫ୍ୟାସନ ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ସହିତ ଆଜିଠାରୁ  ଜୁନ ୧୫ ଯାଏଁ ବିଗ୍ ବୋଲ୍ଡ ସେଲ୍ ଆରମ୍ଭ ହୋଇଛି । … Read More