କେରଳ କୋଝିକୋଡ଼େରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କେରଳ, (ଓଡିଶା ଟାଇମ୍) :କେରଳ କୋଝିକୋଡ଼ରେ ଆଜି ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। କୋଝିକୋଡ଼ କରିପୁର ବିମାନବନ୍ଦରରେ ଅବତରଣ ବେଳେ ଏୟାର ଇଣ୍ଡିଆ ବିମାନ ବି-୭୩୭ ରନୱେରେ ସ୍ଲିପ୍‌ ହୋଇ ଘାଟିକୁ ଖସିପଡିଛି। ଫଳରେ ପାଇଲଟ୍‌ ଓ ଅନ୍ୟ … Read More