ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍, ଡ୍ରାଇଭରଙ୍କୁ ଜେରା
ଭୁବନେଶ୍ବର, (ଓଡିଶା ଟାଇମ୍) : ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି l ଆଇଏଫଏସଙ୍କ ବେନାମୀ ସମ୍ପତ୍ତି ନେଇ ଛାନ୍ଭିନ୍ ଜାରି ରଖିଛି । ଏହିପରିପେକ୍ଷୀ ଆଜି ଭିଜିଲାନ୍ସ ଟିମ୍ ଅଭୟଙ୍କ ବାସଭବନରେ ଛାନ୍ଭିନ୍ … Read More