ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆରପିଏଫ ଗୁଳିବିନିମୟ, ଫାୟାରିଂରେ ୪ ମାଓବାଦୀ ନିହତ !
କଳାହାଣ୍ଡି, (ଓଡିଶା ଟାଇମ୍) : ପୁଣି ମାଓବାଦୀ-ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଲଙ୍କାଗଡ଼ ଜଙ୍ଗଲରେ ମାଓବାଦୀ-ସିଆର୍ପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଗୁଳିବିନମୟରେ ୪ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ , କଳାହାଣ୍ଡି- … Read More