ନୂଆ ପରୀକ୍ଷା ନୀତିକୁ ସରକାରଙ୍କ ଅନୁମୋଦନ, କେମିତି ହେବ ଏବର୍ଷ +୨ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଏବର୍ଷ  +୨ ପରୀକ୍ଷା କେମିତି ହେବ ସେ ନେଇ ସରକାର ନୂଆ ମାର୍ଗଦର୍ଶିକାକୁ ଅନୁୂମତି ଦେଇଛନ୍ତି।  ଏହି ଅନୁସାରେ +୨ କାଉନ୍ସିଲ୍‌ ଅନୁବନ୍ଧିତ ସମସ୍ତ କଲେଜକୁ ଚଳିତ ବର୍ଷଠାରୁ ଏହି ପରୀକ୍ଷା ନିୟମାବଳି ପାଳନ ପାଇଁ ନିର୍ଦେଶ ଦେଇଛନ୍ତି।  … Read More