ରାଜସ୍ଥାନର ୧୧ ଜିଲ୍ଲାରେ ୧୪୪ ଧାରା ଜାରି, ୫ରୁ ଅଧିକ ଲୋକ ହୋଇପାରିବେନି ଏକାଠି

ରାଜସ୍ଥାନ, (ଓଡିଶା ଟାଇମ୍) :କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ଦେଖି ରାଜସ୍ଥାନ ସରକାର ୧୧ ଜିଲ୍ଲାର ମୁଖ୍ୟାଳୟର ସର୍ବସାଧାରଣ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରିଛନ୍ତି । ଏହାସହ ୫ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି … Read More

ସମ୍ବଲପୁରର ୧୬ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ଜାରି ହେଲା ୧୪୪ ଧାରା । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ । ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, … Read More

ସମ୍ବଲପୁରର ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ୧୪ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୧୪ଟି ସ୍ଥାନରେ ୧୪୪ … Read More

ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ, ସହରର ୭ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର , (ଓଡିଶା ଟାଇମ୍) :ସମ୍ବଲପୁର ସହରର ପୁଣି ୭ଟି ସ୍ଥାନରେ ଲାଗୁ ହେଲା ୧୪୪ ଧାରା । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି … Read More

ସହରର ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ଗ୍ରାଫ ଉପରମୁହାଁ ରହିଛି ।  ସମ୍ବଲପୁର ସହରରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ଟି ସ୍ଥାନରେ ୧୪୪ ଧାରା … Read More

ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪  ଧାରା ଜାରି କରାଯାଇଛି । ସହରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ … Read More

ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି

ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଏହି ୧୪୪ ଧାରା ଆଜିଠାରୁ ଅଗଷ୍ଟ ୨ ତାରିଖ ଯାଏଁ ବଳବତ୍ତର ରହିବ । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ୧୪୪ ଧାରା ଜାରି କରାଯାଇଥିବା … Read More

ଖୋର୍ଦ୍ଧାର ଶୈବପୀଠରେ ୧୪୪ ଧାରା ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ଲାଗୁ ହୋଇଛି ୧୪୪ ଧାରା । ଜୁଲାଇ ୩୧ ତାରିଖ ଯାଏଁ ୧୪୪ ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର … Read More

ଶାରଳା ଓ ଭଗବତୀଙ୍କ ପୀଠରେ ଧାରା ୧୪୪ ଲାଗୁ

ଭୁବନେଶ୍ଵର, (ଓଟି): ଜଗତସିଂହପୁରର ଦୁଇ ଶକ୍ତି ପୀଠରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ଆଦେଶ ୧୨ ତାରିଖରୁ ୧୪ ତାରିଖ ଯାଏ ବଳବତ୍ତର ରହିବ। ଏହି ଦୁଇ ଶକ୍ତି ପୀଠ ହେଉଛି କନକପୁରର ମା’ ଶାରଳା ମନ୍ଦିର ଏବଂ ବାଲିକୁଦା … Read More