କୋସି ମହାସେତୁ ସମେତ ୧୨ଟି ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦି ଆଜି ବିହାରରେ କୋସି ରେଳ ମାର୍ଗ ବ୍ରିଜକୁ ଉଦଘାଟନ କରି ରାଜ୍ୟକୁ ଉତ୍ସର୍ଗ କରିଛନ୍ତି। ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆ​ରେ ବ୍ରିଜର ଉଦଘାଟନ କରିଛନ୍ତି। ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ … Read More