ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ
କଟକ, (ଓଡିଶା ଟାଇମ୍) :ବୁଧବାର ବସୁଛି ମାଧ୍ୟମିକ ଶିକ୍ଷା ପରିଷଦର ଜେନେରାଲ ବଡି ବୈଠକ । ମାଟ୍ରିକ ପରୀକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ। ତେବେ ଏ ସଂପର୍କରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। … Read More