ରଥ ନୀତି ଚୂଡ଼ାନ୍ତ: ସକାଳ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଏହି ଅନୁସାରେ ସକାଳ ୩ଟାରେ ମଙ୍ଗଳ ଆଳତି ବା ପ୍ରଥମ ନୀତି ଅନୁଷ୍ଠିତ ହେବ। ଏହା ପରେ ୩ଟା ୧୫ରେ ମଇଲମ ଓ ପରେ ପରେ … Read More

ଦେଢ଼ହଜାର ଲୋକରେ ଏବର୍ଷ ରଥଯାତ୍ରା: ଡ. କ୍ରିଷନ୍‌ କୁମାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅଦ୍ଵିତୀୟ ରଥଯାତ୍ରା ଏବର୍ଷ ଅଦ୍ଵିତୀୟ ଢଙ୍ଗରେ ପାଳନ କରାଯିବ। ମାତ୍ର ୧୫ଶହ ସେବାୟତ ଓ ପୁଲିସଙ୍କ ସମାଗମରେ ରଥଯାତ୍ରା ସମାପନ ହେବ। ସେମାନଙ୍କ ଭିତରୁ ପ୍ରତି ରଥରେ ୫୦୦ ଜଣ ଲେଖାଏଁ ରହିବେ। ସମସ୍ତ କର୍ମଚାରୀ … Read More

ମତ ବଦଳାଇଲେ ରାଜ୍ୟ ସରକାର: ରଥଯାତ୍ରା କରାଇବାକୁ ନିବେଦନ କରିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପ୍ରସଙ୍ଗରେ ଓଡ଼ିଶା ସରକାର ୟୁ -ଟର୍ନ ନେଇଛନ୍ତି। ଆସନ୍ତା କାଲି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି। ଗଜପତି ମହାରାଜାଙ୍କ … Read More

ମହାପ୍ରଭୁଙ୍କ ଘୋଷଯାତ୍ରା ବିଧି, ଉଲ୍ଲଂଘନ ହୋଇପାରିବ ନାହିଁ: ଡା ଦାମୋଦର ରାଉତ

ଘୋଷଯାତ୍ରା ବିଧିର କୌଣସି ବିକଳ୍ପ ନାହିଁ । ଏହି ଘୋଷଯାତ୍ରା ବିଧି ପାଳନ ହେବା ସମୟରେ ସମଗ୍ର ବିଶ୍ୱରୁ ଲକ୍ଷଲକ୍ଷ ଭକ୍ତ ଆସି ଘୋଷଯାତ୍ରାରେ ଯୋଗ ଦେଇଥାନ୍ତି । ଘୋଷଯାତ୍ରା ଏକ ମେନାରଂଜନ କାର୍ଯ୍ୟକ୍ରମ ନୁହେଁ । ବିଶ୍ୱାସ ରହିଛି ବଡ … Read More

କାଳିଆ କପଟିଆ ନା କପଟରେ କାଳିଆ!

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ… । ୧୭ଶ’ ଶତାବ୍ଦୀର ପ୍ରାରମ୍ଭରେ ଜଗନ୍ନାଥପ୍ରେମୀ ମହାନ ମୁସଲମାନ ସନ୍ଥ ଭକ୍ତ ସାଲ ବେଗଙ୍କ ଭାବାବେଗରେ ରଚିତ ଏହି ଭଜନ  ଆଜି ଏକ ଭିନ୍ନ ଇଙ୍ଗିତ ଦେଉଛି । ସେତେବେଳେ ଶ୍ରୀଜଗନ୍ନାଥଙ୍କ ସାଧାରଣ ରୀତି ନୀତିକୁ … Read More

ସ୍ମୃତିରେ ରଥଯାତ୍ରା: ସୁଆରଙ୍କୁ କବାଟ କିଳିଲେ ପୂଜାପଣ୍ଡା ଆଉ ପୂଜାପଣ୍ଡାଙ୍କୁ ଗୋଡ଼ାଇଲେ ସୁଆର

ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟ୍‍ପିଟ୍‍ ଲାଗିବା କିଛି ନୂଆ କଥା ନୁହେଁ । ଦଇତା ମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍‍ କରନ୍ତି । ଆଉ ବେଳେ ବେଳେ ନିୟମିତ ସେବକମାନଙ୍କ ଭିତରେ … Read More