ବନ୍ଦେ ଉତ୍କଳ ଜନନୀ: ଏଇଠି ପଢ଼ନ୍ତୁ ସମ୍ପୂଣ୍ଣ ବନ୍ଦନା ଓ ଶୁଣନ୍ତୁ ଏହାର ସଙ୍ଗୀତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ତଥା ଲୋକଙ୍କ ମନରେ ଓଡ଼ିଆ ଜାତୀୟତାବାଦକୁ ପୁଣିଥରେ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପାଇଁ ଅନୁରୋଧ କରିଛନ୍ତି। … Read More