କାଲିଠୁ ଖରାକମ୍, ଗରମ ବି କମ୍
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଶୁକ୍ରବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ। ଏହାଦ୍ଵାରା ଆସନ୍ତା କିଛିଦିନ ଟାଣ ଖରାରୁ ଆଶ୍ୱସ୍ତି ମିଳିପାରେ ବୋଳି ସମ୍ଭାବନା ବ୍ୟକ୍ତ କରିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର । … Read More