ବାତ୍ୟା ଆଶ୍ରୟସ୍ଥଳୀରେ କେନ୍ଦ୍ରାପଡ଼ା ଏସ୍ପି, ଧୈର୍ଯ୍ୟ ରଖିବାକୁ ଦେଲେ ପରାମର୍ଶ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମହାବାତ୍ୟା ଅମ୍ପନ୍ ଯେତିକି ଉପକୂଳ ମୁହାଉଁଛି ଛାତିରେ ଝନକା ସେତିକି ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କ ମନେ ପଡ଼ୁଛି ୧୯୯୯ ମହାବାତ୍ୟା, ଯାହା ତାଙ୍କଠୁ ଗୋଟିଏ ପିଢ଼ି ଲୁଟି ନେଇଥିଲା। ଆଜି ଯଦିଓ ଟେକ୍ନୋଲୋଜି … Read More