ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି  ଭୁତାଣୁ  ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । … Read More

#Corona Update: ଯାଜପୁରରେ ୧୦୦ ଟପିଲା କରୋନା ପଜିଟିଭ୍‌, ନଜର ପକାନ୍ତୁ ଜିଲ୍ଲାୱାରି ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଯାଜପୁର ଜିଲ୍ଲା ପୁଣି ଚର୍ଚାକୁ ଆସିଛି। ନିକଟରେ ପଶ୍ଚିମବଙ୍ଗ ଏବଂ ନିଜାମୁଦ୍ଦିନ ଫେରନ୍ତାଙ୍କ ସଦ୍ଵାରା କରୋନା ସଂକ୍ରମିତ ହୋଇଥିବା ଯାଜପୁର ଜିଲ୍ଲା ଏବେ ସୁରାଟ୍‌ ଫେରନ୍ତାଙ୍କ ଦ୍ଵାରା ସଂକ୍ରମଣ ହେବାରେ ଲାଗିଛି। ଏବେ ସମୁଦାୟ କରୋନା … Read More

#Corona Update: ଜାଣନ୍ତୁ କେଉଁ ଜିଲ୍ଲାରେ କ’ଣ ଅଛି କରୋନା ରୋଗୀଙ୍କ ସ୍ଥିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୬୧ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସମୁଦାୟ ଆକ୍ରାନ୍ତ ତଥା ଚିକିତ୍ସିତ କରୋନା ରୋଗୀଙ୍କ ସଂଖ୍ୟା ୫୧୧ ହୋଇଛି। ରାଜ୍ୟର ୧୫ଟି କୋଭିଡ୍‌ ପରୀକ୍ଷଣ ଲାବୋରେଟୋରୀରେ ଗତକାଲି ୪୭୬୯ଟି … Read More

#corona: ଦିନକରେ ୬୮ କରୋନା ପଜିଟିଭ୍‌, ରାଜ୍ୟରେ ସମୁଦାୟ ସଂଖ୍ୟା ୩୫୨

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ବିସ୍ଫୋରଣ ଘଟିଛି। ସମୁଦାୟ ସଂଖ୍ୟାରେ ୬୮ ବୃଦ୍ଧି ଘଟି ଜରୋନା ଭୁତାଣୁ ପଜିଟିଭ୍‌ଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି। ଗତକାଲି ସକାଳ ୭ଟାରେ ଏହି ସଂଖ୍ୟା … Read More

ଗଞ୍ଜାମରେ କରୋନା ବିସ୍ଫୋରଣ: ପୁଣି ବଢ଼ିଲେ ୨୪, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା ଉପରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ୧୨ ଘଣ୍ଟାରେ ଗଞ୍ଜାମରେ ୨୪ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହୋଇଛି। ରାଜ୍ୟର ସମୁଦାୟ ସଂଖ୍ୟା ଏବେ ୨୭୧ ହୋଇଛି। ସେମାନଙ୍କ ଭିତରୁ ୨୦୬ଜଣ ସକ୍ରିୟ … Read More

କେନ୍ଦ୍ରାପଡ଼ାରେ ୫୮ ପ୍ରବାସୀ ଶ୍ରମିକଙ୍କ ନମୁନା କରୋନା ନେଗେଟିଭ, ୮ ଆକ୍ରାନ୍ତ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ କେରଳରୁ ଫେରିଥିବା ୫୮ ଜଣ ଶ୍ରମିକଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶହ … Read More

#coronaUpdate: ରାଜ୍ୟରେ ବଢ଼ୁଛି କରୋନା ବିତ୍ପାତ, ଦିନକରେ ୪୦ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ବଢ଼ି ଚାଲିଛି କରୋନା ଭୁତାଣୁର ବିତ୍ପାତ। ଏହି ବିତ୍ପାତରେ ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଆତଙ୍କ। ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ସମୁଦାୟ ରୋଗୀଙ୍କ ତାଲିକାରେ ୪୦ଜଣ ନୂଆ ରୋଗୀଙ୍କ ନାଁ … Read More

ଆଜିଠୁ #Lockdown3:  ଜାଣନ୍ତୁ ଆପଣଙ୍କ ସହରରେ କେଉଁ କାରବାର ପାଇଁ ରହିଛି କଟକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜିଠୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଲକ୍‌ଡାଉନ୍‌-୩ କାର୍ଯ୍ୟକାରୀ ହୋଇଛି। ଏପ୍ରିଲ୍‌ ୨୪ ତାରିଖରେ ଦେଶରେ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ୨୧ ଦିନିଆ ରହିଥିଲା। ପରେ ଏପ୍ରିଲ୍‌ ୨୦ ତାରିଖରେ ଦ୍ଵିତୀୟ ଲକ୍‌ଡାଉନ୍‌ ଏବଂ … Read More

ନିୟମ ମାନୁ ନାହାନ୍ତି ଫେରନ୍ତା ଶ୍ରମିକ; ଜିଲ୍ଲା ନିର୍ବାସନ ଦଣ୍ଡ ଭୋଗିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ଲୋକଙ୍କ ଭିତରୁ କିଛି ଅମାନିଆ ହେଉଛନ୍ତି। ସରକାରୀ ନିୟମକୁ ଭାଙ୍ଗୁଛନ୍ତି ଏବଂ କ୍ଵାରେଣ୍ଟାଇନ୍‌ ହୋମ୍‌ରୁ ବାହାରି ଯିବାର ପ୍ରୟାସ କରୁଛନ୍ତି। ଏମାନଙ୍କ ପାଇଁ ଏବେ ସରକାର ଅଧିକ କଠୋର ହୋଇଛନ୍ତି। ଆସନ୍ତା … Read More

ରାଜ୍ୟରେ ୧୬୦ କରୋନା ପଜିଟିଭ୍‌, ଯାଜପୁରରେ ୪୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ହିଁ ରହିଛନ୍ତି। ଏହା ଅତୀତରେ ଭୁବନେଶ୍ଵର ସଂଖ୍ୟାକୁ ବି ପାର ହୋଇଛି। ଗଲା … Read More