ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି। ଏହି ତାଲିକାରେ … Read More