ବାଲେଶ୍ବରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି

(ବାଲେଶ୍ବର, ଓଡ଼ିଶା ଟାଇମ୍): ଫକୀରମୋହନ ୟୁନିଭରସିଟି ଅଧିନରେ ଥିବା ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ । ଛାତ୍ରଛାତ୍ରୀ ମାନେ ଦିତୀୟ ବର୍ଷ ପରୀକ୍ଷାକୁ ବାତିଲ କରି ୟୁଜିସି ଆଧାରରେ ମୂଲ୍ୟାୟନ କରି ତୃତୀୟ ବର୍ଷକୁ ଉତ୍ତୀର୍ଣ୍ଣ କରିବା ଦାବି ନେଇ ୟୁନିଭରସିଟି କ୍ୟାମ୍ପସରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ କଥା ନଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

Leave a Reply

Your email address will not be published.