ଶନିବାର ପଇତାଲାଗି, ଶ୍ରୀମନ୍ଦିରରେ ଦର୍ଶନ ୩ ଘଣ୍ଟା ବନ୍ଦ

ପୁରୀ, (ଓଡ଼ିଶା ଟାଇମ୍‌):  ଶନିବାର ୧୯ ତାରିଖ ଦିନ ମାର୍ଗଶିର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀ  ଜଗନ୍ନାଥ ତଥା ବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ  ଗକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ। ଏହା  ସନ୍ଧ୍ୟା ୫ଟା ରୁ ରାତ୍ର୯ ଟା ପର୍ଯ୍ୟନ୍ତ  ଚାଲିବ। ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନ‌ା ଦିଆଯାଇଛି।

 

Leave a Reply

Your email address will not be published.