ମେ ୩୦ରେ ବନ୍ଦେ ଉତ୍କଳ ଜନନୀ: ଦେଖନ୍ତୁ ନବୀନଙ୍କ ଭିଡିଓ ବାର୍ତ୍ତା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୋଭିଡ୍ ଯୋଦ୍ଧାଙ୍କୁ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକାଠି ହେବାକୁ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ଅନୁସାରେ ମେ’ ୩୦ ତାରିଖରେ ବିଶ୍ଵର ଯେକୌଣସି କୋଣରେ ଥିବା ଓଡ଼ିଆ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପାଇଁ ସେ ଅନୁରୋଧ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ ବାର୍ତ୍ତା।
[videopress gwPGgkT3]











