ଓଡ଼ିଶା ହାଇକୋର୍ଟ ଜଜ୍‌ ପାଇଁ ୪ ଓକିଲଙ୍କ ନାଁ ଅନୁମୋଦନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସୁପ୍ରିମ୍‌କୋର୍ଟ କଲିଜିୟମ୍‌ ଓଡ଼ଇଶା ହାଇକୋର୍ଟଙ୍କ ଜଜ୍‌ ପାଇଁ ୪ଜଣ ଆଡ୍‌ଭୋକେଟ୍‌ଙ୍କ ନାଁ ଅନୁମୋଦନ କରିଛନ୍ତି। ଏମାନେ ହେଲେ ଭି ନରସିଂହ, ସଞ୍ଜୟକୁମାର ମିଶ୍ର, ବିରଜା ପ୍ରସନ୍ନ ସତପଥି ଏବଂ  ରମଣ ମୁରାରୀ।  ସୁପ୍ରିମ୍‌କୋଟ; କଲିଜିୟମ୍‌ଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ପାଇଁ ଏଠାରେ କ୍ଲିକ୍‌ କରନ୍ତୁ। 

Leave a Reply

Your email address will not be published. Required fields are marked *