ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ସାମାନ୍ୟ କଥାରେ ମାନସିକ ଉଦବେଗ ଓ ଅସ୍ଥିରତା ବଢିବ । ମନୋବଳକୁ ଦୃଢ ରଖିଲେ କାର୍ଯ୍ୟର ଧାରା ସହଜ ହେବ । ଦୂର ଯାତ୍ରାରେ ଆଘାତ କିମ୍ବା ବ୍ୟୟର ସମ୍ଭାବନା ଅଛି । ବ୍ୟବସାୟରେ ଅଧିକ ଶ୍ରମ, ରାଜନୀତିରେ ବିଶ୍ୱାସ ଭରସା ବଢିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
ବୃଷ
ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବେ । ଲୋକ ସଂପର୍କରେ ଅଭିବୃଦ୍ଧି, ପିତ୍ତର ଆଧିକ୍ୟ ହେତୁ ଅସୁସ୍ଥତା, ଗଠନମୂଳକ ପରାମର୍ଶ ପ୍ରାପ୍ତି,ବିଭିନ୍ନ ଧର୍ମାନୁ ।ନ ସହ ସଂପର୍କ,ବ୍ୟବସାୟରେ କ୍ଷତି ଓ ରାଜନୀତିରେ ଆଦୃତି ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ମିଥୁନ
ନିଜର ସାମର୍ଥ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ । ସମାଲୋଚନାରୁ ମୁକ୍ତ ରହିବେ । ବିବାଦ,ବିତର୍କ,ଶତ୍ରୁ ପୀଡା,କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହିପାରନ୍ତି । ଦାନ ପୁଣ୍ୟରେ ଋଚି,ପାରିବାରିକ ସ୍ନେହ ଓ ରାଜନୀତିରେ ଅଭୀଷ୍ଟ ପୂରଣ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
କର୍କଟ
ଚାକିରିଜୀବୀମାନଙ୍କ ଲାଗି ଦିନଟି ବିରକ୍ତିକର ହୋଇପାରେ । ଦାୟିତ୍ୱର ଚାପ ବଢିବ । ପାରିବାରିକ ଉତ୍ତମ ବୁଝାମଣା, ବନ୍ଧୁ ପରିଜନେ ପ୍ରିୟ,ନିର୍ମାଣ କାର୍ଯ୍ୟରେ ବିଳମ୍ବ,ଯାନବାହନରେ ଉନ୍ନତି,ସ୍ୱଚ୍ଛଳ ଆର୍ଥିକ ସ୍ଥିତି,ରାଜନୀତିରେ ଲୋକପ୍ରିୟତା ବଢିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।
ସିଂହ
ମନରେ ଅଗ୍ର ଗମନର ଇଚ୍ଛା ସର୍ବଦା ରହିବ । ଗୃହ ନିର୍ମାଣ କିମ୍ବା ସଂସ୍କାର କର୍ମରେ ଅର୍ଥ ବାଧକ ହେବ ନାହିଁ । ପଡୋଶୀ ସଂପର୍କରୁ ମାନସିକ ଅବସାଦ ଆସିପାରେ । ଦୂର ଯାତ୍ରାରେ ହିତ ନାହିଁ । ନୂତନ ଉଦ୍ୟୋଗ ଆରମ୍ଭ କରିବେ । ବସ୍ତ୍ରାଳଙ୍କାର ପ୍ରାପ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
କନ୍ୟା
କ୍ଷମତାର ଅପବ୍ୟବହାର କରି ଅସୁବିଧାର ସମ୍ମୁଖୀନ ହେବେ । ଶ୍ଳେଷ୍ମା ପୀଡା, ଗଣ୍ଠି ବ୍ୟଥା କିମ୍ବା ଦୀର୍ଘ ସ୍ଥାୟୀ ରୋଗ ପ୍ରତି ସତର୍କତା ଆବଶ୍ୟକ । ଈଶ୍ୱର ନି ।, ଯାତ୍ରା ଶୁଭ ଗୃହୋପକରଣ କ୍ରୟ ବସନ ଭୂଷଣ ଲାଭ ଗୃହରେ ଅତିଥି ଚର୍ଚ୍ଚାର ସୁଯୋଗ ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ତୁଳା
ଆଗତ ଭବିଷ୍ୟ ଲାଗି ଚିନ୍ତିତ ରହିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଚିନ୍ତା ବଢାଇବ । ଆଧ୍ୟାତ୍ମିକ କ୍ଷେତ୍ରରେ ବିଚଳିତ ଭାବ, ଉଚ୍ଚ ବର୍ଗ ସହିତ ସୁ ସଂପର୍କ, ଧନ ସଂପଦରେ ଉନ୍ନତି, ପରୋପକାର ଓ ବ୍ୟବସାୟରେ ଅଂଶୀଦାର ମାନେ ଦ୍ୱନ୍ଦ୍ୱ ସୃଷ୍ଟି କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖୀ ହେବେ ।
ବିଛା
ମୁଖ୍ୟଦନ୍ତ ପୀଡା ସାମୟିକ ଭୋଗିବେ । ଆୟବୃଦ୍ଧି ହେବ । ବ୍ୟୟ ସଂକୋଚ କରିପାରିଲେ ସଞ୍ଚୟ ଜମା ବଢିବ । ବନ୍ଧୁ ପ୍ରିୟଜନଙ୍କ ସହ-ଯୋଗ, ଆଧ୍ୟାତ୍ମିକତାର ବିକାଶ ଓ ଯାତ୍ରାରେ ଶୁଭ ପ୍ରାପ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ଧନୁ
ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଲକ୍ଷ୍ୟ ପୂରଣ କରିବେ । ଧର୍ମାନୁ ।ନ ସହ ସଂପୃକ୍ତି, ବିବାଦରେ ବିଜୟ ଯାନ ବାହାନ ଯାତ୍ରା ସେତେ ଶୁଭଙ୍କର ନୁହେଁ । ରାଜନୀତିରେ କ୍ରୋଧ ବିରକ୍ତି ଭାବ ବଢିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ମକର
ଅନ୍ୟକୁ ଦେଇଥିବା କଥା ପୂରଣରେ ସମର୍ଥ ହେବେ । ଦୈନନ୍ଦିନ କାର୍ଯ୍ୟରେ ନିୟମିତ ହେବା ସହଜ ହେବ ନାହିଁ, ଉଚ୍ଚ ସଂପର୍କରେ ଉନ୍ନତି, ଦେହରୋଗ୍ୟ, ବାଣିଜ୍ୟରେ ଲାଭ ଓ ଯାତ୍ରା ଶୁଭର ସମ୍ଭାବନା । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
କୁମ୍ଭ
ବନ୍ଧୁ ହିତୈଷୀମାନଙ୍କର ମତାମତ ଖୁବ ଉପାଦେୟ ମନେ ହେବ । ଗୁରୁ ଦେବତା ଭକ୍ତି, ସନ୍ତତି ସୁଖ,କର୍ମ କ୍ଷେତ୍ରରେ ଉଦବେଗ, ସୌଖୀନ ଦ୍ରବ୍ୟ ପ୍ରାପ୍ତି ଓ ରାଜନୀତିରେ ନୀତି ନି ତା ବଜାୟ ରଖିବେ । ନିର୍ମାଣାଧୀନ କାମ ଆଗେଇବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମୀନ
ମାନସିକ ଦ୍ୱନ୍ଦ୍ୱ ଅବସାଦରୁ ମୁକ୍ତ ହେବା ସହଜ ନୁହେଁ । ବ୍ୟବସାୟରେ ମନ୍ଥରତା, ସାମାଜିକ କାର୍ଯ୍ୟରେ ବ୍ୟୟ ପରିବାରରେ ଦୁଇ ପ୍ରକାର ମତର ସାମ୍ନା କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ-ଯୋଗ, ଦେବାଦେବୀ କର୍ମରେ ଏକନି ଭାବ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।