ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ଦୂର ଦୃଷ୍ଟି ରଖି ଉନ୍ନତିମୂଳକ କାର୍ଯ୍ୟାରମ୍ଭ କରିବା ଉଚିତ ହେବ । ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ରହିବ । ପରମାର୍ଥ ଚିନ୍ତା, ଉଦର ସମସ୍ୟା, ରାଜନୀତିରେ ସମ୍ମାନଜନକ ସ୍ଥିତି ଓ ବ୍ୟବସାୟରେ ଅଂଶଧନ ବଢିବାର ସୂଚନା । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ବୃଷ
ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହଚର୍ଯ୍ୟ ମିଳିବ । ଜ୍ଞାତି କୁଟୁମ୍ବରେ ବିରୋଧ ମାନସିକ ଶାନ୍ତି ଭଙ୍ଗ କରିପାରେ । ଭୂମି ଗୃହ ସମ୍ପର୍କୀୟ କ୍ଷତିର ଆଶଙ୍କା ଅଛି । କଥା ଓ କାମରେ ସମନ୍ୱୟ ରଖିବେ । ଦୂର ଗମନରେ ଲାଭ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ମିଥୁନ
ସମସ୍ୟା ସବୁର ସହଜ ସମାଧାନ ମିଳିଯିବ । ଗୃହ ସାଜସଜ୍ଜା ଉପକରଣ କ୍ରୟ ମଙ୍ଗଳ କାମନା କରୁଥିବା ବନ୍ଧୁ ପ୍ରାପ୍ତି, ଅଗ୍ନିମାନ୍ଦ୍ୟ ପରି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭୋଗ, ଈଶ୍ୱର ଆରାଧ୍ୟନା ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରଗତି କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
କର୍କଟ
ଆକସ୍ମିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ମନରେ ଦୁଃଶ୍ଚିନ୍ତା ଆଣିବ । କର୍ମ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ବନ୍ଧୁବର୍ଗରୁ ସହ-ଯୋଗ, ସତକର୍ମରେ ନି ।, କୁଟୁମ୍ବ ବିଷୟକ ସୁଖ ସନ୍ତୋଷ ପାଇବେ । ରାଜନୀତିରେ ସ୍ଥିତି ସୁଦୃଢ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ସିଂହ
ଯୋଜନା ଅନୁସାରେ କାର୍ଯ୍ୟମାନ ସମ୍ପନ୍ନ କରିବେ । ପ୍ରିୟ ପରିଜନମାନେ ବେଳେବେଳେ ଅସୁବିଧା ଆଣିବେ । ଆର୍ôଥକ ସ୍ଥିତିରେ ଉନ୍ନତି, ବିଳାସ ଦ୍ରବ୍ୟ କ୍ରୟ ଲୋକ କଲ୍ୟାଣରେ ଆଗ୍ରହ, ଆଧ୍ୟାତ୍ମିକ କାମରେ ନି । ଓ ଯାତ୍ରା ଶୁଭର ସମ୍ଭାବନା । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧାର୍ମିକ ହେବେ ।
କନ୍ୟା
କର୍ମ କ୍ଷେତ୍ରରେ ପରୋକ୍ଷରେ ଶତ୍ରୁ ବଢିବେ । ଜ୍ଞାନ ବିଜ୍ଞାନରେ ଆଗ୍ରହ, ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି, ସାମର୍ଥ୍ୟ ଅନୁସାରେ ମହତ କାମ କରିପାରିବେ । ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି, ପଡୋଶୀମାନେ ଆପଣା ସ୍ୱାର୍ଥରେ ରହିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ଛାତ୍ରଛାତ୍ରୀ- ଅନ୍ଲାଇନ୍ ବିଦ୍ୟା ଆରୋହଣ କରିବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ତୁଳା
ଅଭିଳଷିତ କାମନା ପୂରଣ କରିବେ । ଗୃହ ପରିବେଶରେ ସନ୍ତୋଷ, ମୂଲ୍ୟବାନ ଦ୍ରବ୍ୟ ଲାଭ ,ଈଶ୍ୱର ଆରାଧ୍ୟନା, ଦୂରଯାତ୍ରା ସଫଳ,ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ସମ୍ମାନ ହାନୀ ଯୋଗ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ସୁଖୀ ହେବେ ।
ବିଛା
ଅଯଥା ଯୁ୍କ୍ତିତର୍କ ଠାରୁ ଯଥା ସମ୍ଭବ ଦୂରତା ରକ୍ଷା କରିବା ଉଚିତ । ଯାନବାହନରେ ଖର୍ଚ୍ଚ ବଢିବ । ସାଧାରଣ ବର୍ଗରୁ ସହ-ଯୋଗ ପାଇବେ । ରାଜନୀତିରେ ଦୃଢ ସମର୍ଥନ, ମନୋବଳରେ ସାମର୍ଥ୍ୟ ପାଇବେ । ପାରିବାରିକ ସମ୍ପକରେ ଉତ୍ତମ ବୁଝାମଣା ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତା ମିଳିବ ।
କର୍ମଜୀବି- ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ଧନୁ
ମାନସିକ ଉଦବେଗରୁ ମୁକ୍ତ ରହିବେ । ପାରିବାରିକ ସ୍ନେହ ସଦ୍ଦିଚ୍ଛା, ଯାତ୍ରା ଶୁଭ, ଗୃହରେ ଅତିଥି ଚର୍ଚ୍ଚା, ଉଚ୍ଚ ବର୍ଗ ସହିତ ସୁସମ୍ପର୍କ, ଦେବ କର୍ମରେ ନି ।, ପତିତ ଅର୍ଥ ଉଦ୍ଧାର, ଶିକ୍ଷା ସହିତ ପ୍ରତିଯୋଗିତାରେ ବିଦ୍ୟାର୍ଥୀମାନେ ସଫଳ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖଭାରା ଦିନଟି ।
ମକର
କର୍ମ କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ କର୍ମ ନିଯୁକ୍ତି ଆଦି ମିଳିପାରେ । କର୍ତ୍ତବ୍ୟ ନି । ଯୋଗୁ ଏପରି ସୁଯୋଗ ମିଳିବ । ବନ୍ଧୁ ସମ୍ପର୍କରେ ଉନ୍ନତି, ପ୍ରଶସ୍ତ ଆୟ ସ୍ଥିର ବିଚାରରେ କାର୍ଯ୍ୟ ସାଧନ,ରାଜନୈତିକ କ୍ଷେତ୍ରରେ ସଫଳତା ପ୍ରାପ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
କୁମ୍ଭ
ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଉତ୍ତମ ଦିଗଦର୍ଶକ ପାଇବେ । ଖଳବଳର ପ୍ରଭାବ ଯଥେଷ୍ଟ କମିବ କର୍ମ କ୍ଷେତ୍ରରେ । ସ୍ୱାଧୀନ ଭାବରେ କାମ କରିବାରେ ସାମୟିକ ପ୍ରତିବନ୍ଧକ ଆସିବ । ଦୂରଯାତ୍ରାରେ ବ୍ୟୟ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ମୀନ
ପରିବାରରେ ଜଞ୍ଜାଳ ବଢିବ । ଆଇନ ଅଦାଲତର ରାୟ ସପକ୍ଷରେ ରହିବ । କର୍ମ କ୍ଷେତ୍ରରେ ସ୍ୱାଧୀନ ଭାବରେ ନିଜସ୍ୱ ମତ ରଖିପାରିବେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିର ସବୁ ଦ୍ୱାର ଅବରୁଦ୍ଧ ରହିବ । ଆଧ୍ୟାତ୍ମିକ କ୍ଷେତ୍ରରେ ନି । ବଢିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।