ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର
ମେଷ
ଗଠନମୂଳକ ପରାମର୍ଶ ବନ୍ଧୁ ହିତୈଷୀମାନଙ୍କ ଠାରୁ ପାଇବେ । ଦିନଚର୍ଯ୍ୟାରେ ଶୃଙ୍ଖଳା, ବିବାଦୀୟ କ୍ଷେତ୍ରରେ ପ୍ରଶଂସା, ଧର୍ମ ଶାସ୍ତ୍ରାଦି ଅଧ୍ୟୟନ, କାମନାପୂରଣ, ଭାତୃ ସୁଖ ସହ-ଯୋଗ, ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ଅଧିକ ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ବୃଷ
ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ସୁମ୍ପର୍କ ରଖିବେ । ସଂକଳ୍ପ ଶକ୍ତି ସୁଦୃଢ ହେବ । ଆର୍ଥିକ ସ୍ୱଚ୍ଛଳତା ନ ଥିଲେ ମଧ୍ୟ ଉନ୍ନତିମୂଳକ ଯୋଜନା ଅଟକିବ ନାହିଁ । ରାଜନୀତିରେ ସଂଗଠନ ଦୁର୍ବଳ ରହିବ । ଉଦବେଗରୁ ମୁକ୍ତ ହେବା ବ୍ୟବସାୟ କ୍ଷେତ୍ରରେ ସହଜ ନୁହେଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ମିଥୁନ
କର୍ମକ୍ଷେତ୍ରରେ ଥିବା ଅସାମଞ୍ଜସ୍ୟତା ଅନେକ ପରିମାଣରେ ଦୂର କରିପାରିବେ । ଦେହ ସୁସ୍ଥ ରହିବ । ବନ୍ଧୁ ବତ୍ସଳତା, ଦାୟିତ୍ୱ ସମ୍ପାଦନ, ଲୋକ ସମ୍ପର୍କ ବୃଦ୍ଧି, ପାରିବାରିକ ସନ୍ତୋଷ ଓ ଧ୍ୟାନ ଧାରଣାରେ ଆଗ୍ରହୀ ହେବେ । ରାଜନୀତିରେ କ୍ଷମତା ବଢିବାର ସୂଚନା । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
କର୍କଟ
ବ୍ୟୟ ବଢିଯାଇ ଆଥିôକ ସ୍ଥିତି ଉପରେ ଚାପ ପଡିବ । ଅବାସ୍ତବ କଳ୍ପନା, ମନରେ ଚଞ୍ଚଳ ଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଆବଶ୍ୟକ । ଆଧ୍ୟାତ୍ମିକ ମନ ଚିନ୍ତନରୁ ସନ୍ତୋଷ ପାଇବେ । ଦୂରଯାତ୍ରା ହିତକର ନୁହେଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
କର୍ମଜୀବି- କରତ୍କର୍ମା ହେବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ସିଂହ
ଧର୍ମାଚରଣରେ ମତି,ଧାତୁ ଦ୍ରବ୍ୟାଦି ଲାଭ , ସାହସିକ ପଦକ୍ଷେପ ଗ୍ରହଣ, ଅର୍ଥାଗମ ଓ ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି କଲ୍ୟାଣ ଚନ୍ଦ୍ର ହେତୁ ଭୋଗ ହେବ । ଅନେକଙ୍କର ବିଶ୍ୱାସ ଭାଜନ ହେବେ । କର୍ମକ୍ଷେତ୍ରରେ ସ୍ୱକାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
କନ୍ୟା
ପରସ୍ପର ବିରୋଧ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିପାରେ । ଭୂମି ସୀମା ନିର୍ଦ୍ଧାରଣରେ ଅସଫଳ ହେବେ । ପରିବାରରେ କମ ବୁଝାମଣା, ଉଚ୍ଚ ସମ୍ପର୍କରୁ ଲାଭ , ଦ୍ରବ୍ୟ କ୍ରୟ ବ୍ୟବସାୟିକ ଲାଭ, ରାଜନୀତିରେ ସୁନାମ ଓ ମଙ୍ଗଳ କର୍ମରେ ଋଚି ରଖିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଗୃହିଣୀ- ସୁଖୀ ହେବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ସତର୍କତାର ଦିନ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ତୁଳା
ମଙ୍ଗଳ କାମନା କରୁଥିବା ବନ୍ଧୁମାନଙ୍କ ସଂଖ୍ୟା ବଢିବ । ଆର୍ôଥକ ସ୍ଥିତି ସୁଦୃଢ ହେବ । ବିବାଦୀୟ କ୍ଷେତ୍ରରେ ବିଜୟ , ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ଲୋକ କଲ୍ୟାଣ ଦିଗରେ ଆଗ୍ରହ,ମିଷ୍ଟାନ୍ନ ଭୋଜନ ଓ ଯାତ୍ରା ଶୁଭର ସମ୍ଭାବନା ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବିଛା
ସମୟ ଓ ସୁଯୋଗର ସଦ ବ୍ୟବହାର କରିବା ଆବଶ୍ୟକ । ରକ୍ତଚାପ ପରି କେତେକ ଦୀର୍ଘସ୍ଥାୟୀ ରୋଗୀ ପୀଡା ପ୍ରାୟତଃ ଭୋଗ ହେବ । ଲୋକ ସମ୍ପର୍କରେ ଅଭିବୃଦ୍ଧି, ମାନ ସମ୍ମାନ ପ୍ରାପ୍ତି, ପରିବାରରେ ଖୁସି ଓ ଆଧ୍ୟାତ୍ମିକ ପରିବେଶରେ ଭ୍ରମଣ କରିବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ-ସତର୍କତାର ଦିନ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ଧନୁ
ଉପଯୁକ୍ତ ବିଚାର ବିବେଚନାରେ ଯେଉଁ କାର୍ଯ୍ୟ କରିବେ ସଫଳତା ଅବଶ୍ୟ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ଭୋଗ ବିଳାସର ପ୍ରାଚୁର୍ଯ୍ୟ ଲାଭ , ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ ସାହଚର୍ଯ୍ୟ, ବିବାହ , ବ୍ରତାଦି ମଙ୍ଗଳ ଉତ୍ସବରେ ସକ୍ରିୟଅଂଶ ଗ୍ରହଣ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ମକର
ଅଯଥା ସମସ୍ୟା ମଧ୍ୟରେ ଛନ୍ଦି ହେବେ । ଉପସ୍ଥିତ ବୁଦ୍ଧି ଯଥେଷ୍ଟ କାମରେ ଲାଗିବ । ଲିଖନ ପଠନରେ ଋଚି, ମାଙ୍ଗଳିକ ଉତ୍ସବରେ ଯୋଗଦାନ, ଜମିବାଡିକୁ ନେଇ ଅସନ୍ତୋଷ , ବନ୍ଧୁ ବିରୋଧୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
କୁମ୍ଭ
ସ୍ଥିର ଶାନ୍ତ ଭାବରେ ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ଧନ,ମାନ,ସମ୍ମାନ ପ୍ରାପ୍ତିରେ ଉତ୍ସାହିତ ହେବେ । ପରୋକ୍ଷରେ ଶତ୍ରୁ ବଢିବେ । ପରିବାରର ମତ ସହ ସାମୟିକ ଅମେଳ ଆସିବ । ବ୍ୟବସାୟିକ କ୍ଷେତ୍ର ପରିସର ପରିବ୍ୟାପ୍ତ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।
ମୀନ
କର୍ମ କ୍ଷେତ୍ରରେ ଆଦୃତି ଓ ପ୍ରତି । ମିଳିବ । ଶୁଭ ମଙ୍ଗଳ ଆନୁ ।ନରେ ସକ୍ରିୟ ଅଂଶ ଗ୍ରହଣ କରିବେ । ଉଦର ପୀଡା କିମ୍ବା ସ୍ନାୟବିକ ଦୁର୍ବଳତା ଭୋଗ ହୋଇପାରେ । ଗୃହ ସାହସଜ୍ଜା ଉପକରଣ କ୍ରୟ ଓ ଦୂର ଗମନରେ ସଫଳ ହେବାର ସମ୍ଭାବନା । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଉତ୍ତମ ଫଳ ପାଇବେ ।