ଆଜି ସ୍ନାନ ପୂଣ୍ଣମୀ, ଜୁନ ୫ ତାରିଖ ରାଶିଫଳ
ମେଷ
କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ ।
ଶୁଭ ରଙ୍ଗ କ୍ରୀମ୍ ।
ଶୁଭ ଅଙ୍କ ୮ ।
- କାହାପାଇଁ କେମିତି?
୧- ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
୨- ରୋଗୀ- ଆଜିର ଦିନଟି ବେଶୀ କଷ୍ଟ ବହୁଳ ରହିବ ।
୩- ଛାତ୍ରଛାତୀ- ମନ ଦେଇ ପାଠ ପଢିବେ ।
୪- କର୍ମଜୀବି- ଅର୍ଥ ହାନୀ ହେବାର ସମ୍ଭାବନା ଅଛି ।
୫- ବ୍ୟବସାୟ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
୬- ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ । - ବୃଷ
ଭାଇମାନଙ୍କ ଉପରେ ଶ୍ରଦ୍ଧା ଭାବ ରହିବ । ଆଖିରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।
ଶୁଭ ରଙ୍ଗ ଲାଲ୍ ।
ଶୁଭ ଅଙ୍କ ୧ ।
- କାହାପାଇଁ କେମିତି?
୧- ଚାଷୀ- ଜଳବାୟୁ ଉପରେ ସଚେତନ ରୁହନ୍ତୁ ।
୨- ରୋଗୀ- ଉତ୍ତମ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୩- ଛାତ୍ରଛାତ୍ରୀ- କ୍ରୀଡା ପ୍ରତି ଧ୍ୟାନ ଅଧିକା ଦେବେ ।
୪- କର୍ମଜୀବି- ଅର୍ଥ ଉପାର୍ଜନ ହୋଇପାରେ ।
୫- ବ୍ୟବସାୟ- ବନ୍ଧୁଙ୍କ ସହାୟତା ମିଳିପାରେ ।
୬- ଗୃହିଣୀ- ଦେହ ସାମାନ୍ୟ ଅସୁସ୍ଥ ରହିବ ।
ମିଥୁନ
ବିଭିନ୍ନ ଦିଗରୁ ସହଯୋଗର ହାତ ଲମ୍ବି ଆସିବ । କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।
ଶୁଭ ରଙ୍ଗ ବ୍ରାଉନ୍ ।
ଶୁଭ ଅଙ୍କ ୪ ।
- କାହାପାଇଁ କେମିତି?
୧- ଚାଷୀ- ଠିକ୍ ସମୟରେ କୀଟନାଶକର ବ୍ୟବହର କରନ୍ତୁ ।
୨- ରୋଗୀ- ଆଜି କିଛି ମାତ୍ରାରେ ସୁସ୍ଥ ଅନୁଭବ କରିବେ ।
୩- ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ମନ ବଳାଇବେ ।
୪- କର୍ମଜୀବି- ଅର୍ଥ ପ୍ରାପ୍ତ ହୋଇପାରେ ।
୫- ବ୍ୟବସାୟ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
୬- ଗୃହିଣୀ- କାର୍ଯ୍ୟ ବ୍ୟସ୍ତରେ ରହିବେ ।
କର୍କଟ
ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ଓ ସୁଖୀ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।
ଶୁଭ ରଙ୍ଗ: ସବୁଜ ।
ଶୁଭ ଅଙ୍କ ୬ ।
- କାହାପାଇଁ କେମିତି?
୧- ଚାଷୀ- ଫସଲ ହାନୀ ଠାରୁ ସଜାଗ ରୁହନ୍ତୁ ।
୨- ରୋଗୀ- କଷ୍ଟରୁ ଉପସମ ମିଳିବ ।
୩- ଛାତ୍ରଛାତ୍ରୀ- ମନ ଦେଇ ପାଠ ପଢିବେ ।
୪- କର୍ମଜୀବି- ଦେଇ ଥିବା ଅର୍ଥ ଫେରସ୍ତ ପାଇବେ ।
୫- ବ୍ୟବସାୟ- ଯୁଗ୍ମ ବ୍ୟବସାୟ ଲାଭ ହେବ ।
୬- ଗୃହିଣୀ- ଗୋଡ ହାତ ପିଡା ହେବ । - ସିଂହ
ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ । ବିବାଦରେ ବିଜୟୀ ହେବେ ।
ଶୁଭ ରଙ୍ଗ ୟେଲୋ ।
ଶୁଭ ଅଙ୍କ ୮ ।
- କାହାପାଇଁ କେମିତି?
୧- ଚାଷୀ- ପାଣିପାଗ କାର୍ଯ୍ୟାଳୟ ସହ ସମ୍ପର୍କ ସ୍ଥାପନ କରନ୍ତୁ ।
୨- ରୋଗୀ- ଦିର୍ଘ ଦିନ ଧରି ଲାଗି ରହିଥିବା ରୋଗରୁ ଉପଶମ ମିଳିବ ।
୩- ଛାତ୍ରଛାତ୍ରୀ- ପାଠପଢା ପ୍ରତି ମନ ବିଚଳିତ ରହିବ ।
୪- କର୍ମଜୀବି- ଅର୍ଥ ହାନି ଠାରୁ ସଚେତନ ରୁହନ୍ତୁ ।
୫- ବ୍ୟବସାୟ- ବ୍ୟବସାୟ କିଛି ମାତ୍ରାରେ କ୍ଷତି ହୋଇପାରେ ।
୬- ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
କନ୍ୟା
ଅର୍ଥ ପାଇଁ ଅନର୍ଥ ଉପୁଜି ପାରେ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମିତ୍ର ସୁଖ ଲାଭ କରିବେ।
ଶୁଭ ରଙ୍ଗ :ନାରଙ୍ଗୀ ।
ଶୁଭ ଅଙ୍କ ୨ ।
- କାହାପାଇଁ କେମିତି?
୧- ଚାଷୀ- କୃଷି ବିଭାଗ ସହ ଯୋଗାଯୋଗ ସ୍ଥାପନ କରିବା ଆଜିକା ଦିନରେ ଆବଶ୍ୟକ ।
୨- ରୋଗୀ- ଉତ୍ତମ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୩- ଛାତ୍ରଛାତ୍ରୀ- ପାଠପଢାରେ ମନ ଲଗାଇବା ପାଇଁ ଗ୍ରୀନ୍ ରଙ୍ଗର ଆସନରେ ବସିବାକୁ ଦିଅନ୍ତୁ ।
୪- କର୍ମଜୀବି- ସେୟାର ମାର୍କେଟ ରେ ଅର୍ଥ ଲଗାଇବା ବେଳେ ଟିକେ ସତର୍କ ରୁହନ୍ତୁ ।
୫- ବ୍ୟବସାୟ- ଭାଗ ବ୍ୟବସାୟ ରେ ଲାଭ ହେବ ।
୬- ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ତୁଳା
ଆଜି ଦିନଟି ଆପଣ ସମସ୍ତଙ୍କର ସ୍ନେହ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଚିନ୍ତାଧାରା ଉନ୍ନତ ହେବ ।
ଶୁଭ ରଙ୍ଗ ପିଙ୍କ୍ ।
ଶୁଭ ଅଙ୍କ ୫ ।
- କାହାପାଇଁ କେମିତି?
୧- ଚାଷୀ- ଜଳସେଚନ ପାଇଁ ଚିନ୍ତିତ ରହିବେ ।
୨- ରୋଗୀ- ଦୀର୍ଘ ଦିନର ଚର୍ମ ରୋଗରୁ ମୁକ୍ତ ହେବେ ।
୩- ଛାତ୍ରଛାତ୍ରୀ- ସକାଳ ୭ଟାରୁ ପାଠପଢାରେ ବସାନ୍ତୁ ।
୪- କର୍ମଜୀବି- ଅର୍ଥ ପ୍ରାପ୍ତ ହୋଇପାରେ ।
୫- ବ୍ୟବସାୟ- ନୂଆ ବ୍ୟବସାୟ ଆରମ୍ଭ କରିବେ ।
୬- ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ । - ବିଛା
କର୍ମକୁଶଳତାର ପୁରସ୍କାର ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡିବ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ ।
ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।
- କାହାପାଇଁ କେମିତି?
୧- ଚାଷୀ- ଚାଷିମାନେ ଫସଲରେ ଠିକ୍ ସମୟରେ କିଟନାଶକ ବ୍ୟବହାର କରନ୍ତୁ ।
୨- ରୋଗୀ- ସଫାସୁତର ପ୍ରତି ଧ୍ୟାନ ଦିଅନ୍ତୁ ।
୩- ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
୪- କର୍ମଜୀବି- ଅର୍ଥ ହାନୀ ହୋଇପାରେ ।
୫- ବ୍ୟବସାୟ- ସୁଯୋଗର ହାତ ଛଡା ହୋଇପାରେ ।
୬- ଗୃହିଣୀ- ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଧନୁ
ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରୁ ସମ୍ମାନିତ ହୋଇପାରନ୍ତି ।
ଶୁଭ ରଙ୍ଗ ଲାଲ୍
ଶୁଭ ଅଙ୍କ ୪ ।
କାହାପାଇଁ କେମିତି?
- ୧- ଚାଷୀ- ପୋଖରୀ/ ଗାଢିଆ ଖୋଳି ପାଣି ସଂରକ୍ଷଣ କରନ୍ତୁ ।
୨- ରୋଗୀ- ରୋଗୀଙ୍କ ପାଇଁ କଷ୍ଟ ର ଦିନ ରହିବ ।
୩- ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହ ଦେଖାଇବେ ।
୪- କର୍ମଜୀବିି- ପରିଶ୍ରମର ମୂଲ୍ୟ ପାଇବେ ।
୫- ବ୍ୟବସାୟ- ବନ୍ଧୁଙ୍କ ଠାରୁ ମିଳୁଥିବା ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
୬- ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଖୁସି ଭରା ରହିବ ।
ମକର
କ୍ରୀଡା ପ୍ରତି ଆଗ୍ରହ ଥିଲେ ବି, ସମୟ ଅଭାବ ହେବ । କୁଳ ଦୀପକ ସହ ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ ।
ଶୁଭ ରଙ୍ଗ କଫି ।
ଶୁଭ ଅଙ୍କ: ୧ ।
- କାହାପାଇଁ କେମିତି?
୧- ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
୨- ରୋଗୀ- ଆଜି ଦିନଟି ଆପଣଙ୍କ ପାଇଁ ବେଶୀ କଷ୍ଟ ପୂର୍ଣ୍ଣ ରହିବ ।
୩- ଛାତ୍ରଛାତ୍ରୀ – କ୍ରୀଡା ଆଡକୁ ମନ ବଳାଇବେ ।
୪- କର୍ମଜୀବି- ବନ୍ଧୁଙ୍କ ଦ୍ୱାରା କାମ ସୁରୁଖୁସୁରେ ହୋଇଯିବ ।
୫- ବ୍ୟବସାୟ- ସୁଯୋଗର ଉଚିତ୍ ବ୍ୟବହାର ହିଁ କାର୍ଯ୍ୟକୁ ଆଗକୁ ବଢାଇବାରେ ସାହାର୍ଯ୍ୟ ହେବ ।
୬- ଗୃହିଣୀ- ଦିନଟି ସୁଖ-ଶାନ୍ତିରେ କଟିବ । - କୁମ୍ଭ
କାର୍ଯ୍ୟ କରାୟତ୍ତ ହୋଇଛି । ସଠିକ୍ ମାର୍ଗରେ ପରିଚାଳନା କରିବାରେ ସିଦ୍ଧହସ୍ତ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି ।
ଶୁଭ ରଙ୍ଗ :ଧଳା ।
ଶୁଭ ଅଙ୍କ :୭ ।
- କାହାପାଇଁ କେମିତି?
୧- ଚାଷୀ- ଜଳବାୟୁ ପ୍ରତି ଧ୍ୟାନ ଦିଅନ୍ତୁ ।
୨- ରୋଗୀ- କିଛି ମାତ୍ରାରେ ଉନ୍ନତି ଦେଖା ଦେବ ।
୩- ଛାତ୍ରଛାତ୍ରୀ- ପାଠପଢାରେ ମନ ଲଗାଇବେ ।
୪- କର୍ମଜୀବି- ଅର୍ଥ ହାନୀ ହେବ ।
୫- ବ୍ୟବସାୟ- ବ୍ୟବସାୟରେ ଲାଭ ହେବ ।
୬- ଗୃହିଣୀ- ଆଜି ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ରହିବ । - ମୀନ
ଅନ୍ୟର ମଙ୍ଗଳ ଚିନ୍ତା କଲେ ନିଜେ ଭଲରେ ରହିବେ । ସ୍ୱାଭିମାନି ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି ।
ଶୁଭ ରଙ୍ଗ : ହଳଦିଆ।
ଶୁଭ ଅଙ୍କ : ୬ ।
କାହାପାଇଁ କେମିତି?
- ୧- ଚାଷୀ- କିଟନାଶକ ଔଷଧର ବ୍ୟବହାର ଠିକ୍ ସମୟରେ କରନ୍ତୁ ।
୨- ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
୩- ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ନାହିଁ ।
୪- କର୍ମଜୀବି- ଅର୍ଥ ଲାଭ ହୋଇପାରେ ।
୫- ବ୍ୟବସାୟ- ସଫଳତା ମିଳିବ ।
୬- ଗୃହିଣୀ- ଦୁର୍ବଳ ଅନୁଭବ କରିବେ ।
ପ୍ରସ୍ତୁତି: ତ୍ରିନନ୍ଦନ ମିଶ୍ର, ମୋବାଇଲ୍ ନମ୍ବର:539862184/7440122569