(ଭାଗ-୫) କିଏ ସେହି ଅମୁକ ଡ୍ୟାସ୍ ? (କ୍ରମଶଃ….

Bhubaneswar: ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି…
ହଁ ଆଜ୍ଞା, ସତରେ କିଏ ଲୁଚିଛି, କାହା ଗୋଡ଼ ଦିଟା ଦିଶୁଛି…
କୁଆଡ଼େ ଗଲେ ଅମୁକ ଡ୍ୟାସ୍… (ଗତବର୍ଷ ଅଗଷ୍ଟ ୨୧ ତାରିଖରେ ଏ ସଂକ୍ରାନ୍ତୀୟ ଖବର ଏକ ପ୍ରମୁଖ ଗଣମାଧ୍ୟମର ୱେବସାଇଟରେ ପ୍ରକାଶିତ ହୋଇଥିଲା ଯାହାକି, Propaganda Appointment ସ୍ତମ୍ଭରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଛି । ତାହାରି Follow up, କିଏ ସେହି ଅମୁକ ଡ୍ୟାସ୍…, ଚକ୍ଷୁଦାନ ହେବା ଯାଏ, ଏହି ଖବର ନିରନ୍ତର ପ୍ରକାଶ ପାଇ ଚାଲିଥିବ । …
ଖବର ଜବର ହୋଇଥିବା ବେଳେ ତରବରିଆ ଭାବେ Internal Official Action ସହ ବାହ୍ୟ ଆଇନଗତ Action ଖୁବ ଜୋରରେ ମାଡି ଆସିଲାଣି । ଅମୁକ ଡ୍ୟାସଙ୍କ Immediate Boss ଏହି ସମାନ ଫନ୍ଦି ଫିକର କରି, ବର୍ତ୍ତମାନର ସଂସ୍ଥାରେ ଯୋଗ ଦେଇଥିବା ବେଳେ, ସେହି ସମାନ ଜାଲିଆତି ଶୈଳୀ ଅନୁସରଣ କରି ନିଜ ଭୃତ୍ୟ ବା ଚାଟୁକାରକୁ ନିଜ ପାଖକୁ ଆଣିଛନ୍ତି ।
ଟାଚୁକାର ବା ଅମୁକ ଡ୍ୟାସଙ୍କ କାରସାଦି ତୃତୀୟ ପକ୍ଷ ଦ୍ବାରା ଧରା ପଡ଼ି, ହାଟରୁ ଯାଇ ଦାଣ୍ଡରେ ଗଡ଼ିବା ପରେ ଅମୁକ ଡ୍ୟାସ୍, ବାର ଦୁଆର ହେଲେଣି । ହେଲେ ସମସ୍ତେ କହୁଛନ୍ତି, କବାଟ ଏବେ ଖୋଲିବନି ।
‘ଶୂନ’ ମନା କରିଦେବା ପରେ ଅକ୍ଟୋପସ୍ ପାଖକୁ ଯାଇଥିଲେ । କିନ୍ତୁ ଭୋକ ଲାଗିଲେ ନିଜକୁ ଖାଇ ବଞ୍ଚୁଥିବା Octopus, କାହିଁକି ବା ଅଯଥା ବୋଝ ମୁଣ୍ଡକୁ ନେବ ! କାରଣ Octopus ମୁଖ୍ୟଙ୍କ ଆଳୁ ଦୋଷ ପ୍ରବଳ ଥିବା ବେଳେ ଅମୁକ ଡ୍ୟାସଙ୍କ ଅନୁରୂପ ମାମଲା ମଧ୍ୟ ଥାନାରେ ଚାପି ଦିଆଯାଇଛି ।…
ଏଭଳି ସ୍ଥିତିରେ ଅମୁକ ଡ୍ୟାସଙ୍କ ବସ୍ ଏବଂ ତଥାକଥିତ ଭର୍ଚୁଆଲ୍ ବସ୍, ମଧ୍ୟ ପ୍ରବଳ Mntal Pressureରେ…

Leave a Reply

Your email address will not be published. Required fields are marked *