କୃଷି ଆଇନ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କେନ୍ଦ୍ରର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କହିଲେ ନବୀନ
ଭୁବନେଶ୍ବର, (ଓଡିଶା ଟାଇମ୍): ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସରକାରଙ୍କ ନିଷ୍ପତ୍ତି ଅତ୍ୟ ସ୍ୱାଗତ୍ୟ ଯୋଗ୍ୟ । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି ଓ ରହିଥିବ ।
ପୂର୍ବରୁ ବିଜେଡି ସରକାର କୃଷକଙ୍କ ଆନ୍ଦଳୋନକୁ ସମର୍ଥନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କୃଷକଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢେଇରେ ସେମାନଙ୍କୁ ସହଯୋଗ କରିବ । ତେବେ ଆଜି କୃଷି ଆଇ ପ୍ରତ୍ୟାହର ହେବା ମୋଦି ସରକାହଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଥାଉକି, ଆଜି ଗୁରୁ ନାନନକ ଜୟନ୍ତୀ ପ୍ରଧାନମନ୍ତ୍ରୀଙ୍କ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ।
Welcome Hon'ble PM @narendramodi ji’s decision to repeal all 3 #FarmLaws, in the best interests of the country and its farmers. Your farms and families have been waiting for long and they will be happy to welcome you back. @bjd_odisha continues to stand with the farmers.
— Naveen Patnaik (@Naveen_Odisha) November 19, 2021