ଓୟୁଏଟି ଭିସି ଅଫିସରେ ତାଲା ପକାଇଲେ ଭେଟେନେରୀ ସାଇନ୍ସ ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓୟୁଏଟି ଭିସି ଅଫିସକୁ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ । ପରୀକ୍ଷା ବିଳମ୍ବ କରାଯିବା ଅଭିଯୋଗର ତାତିଲେ ଛାତ୍ରଛାତ୍ରୀ । ଏପରିକି ଅନଲାଇନ୍ ପରୀକ୍ଷା ଦାବି, କୋର୍ସ ସେସନ ଡିଲେ ନ କରାଯିବା ଦାବି ନେଇ ଶତାଧିକ ସଂଖ୍ୟାରେ ଭେଟେନାରୀ ସାଇନ୍ସର ଛାତ୍ରଛାତ୍ରୀ ଅଫିସକୁ ତାଲା ପକାଇ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *