ଆଜିଠୁ ଓଜେଇଇ କାଉନସେଲିଂ, ଓ୍ୱେବସାଇଟ୍‌ରେ ତଥ୍ୟ ଉପଲବ୍ଧ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଓଜେଇଇ କାଉନସେଲିଂ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ ଲେଖାଇବା ପାଇଁ ଆଜିଠୁ ଆରମ୍ଭ ହେବ ଓ୍ବେବ କାଉନସେଲିଂ । କାଉନସେଲିଂ ନେଇ ଓଜେଇଇର ଅଫିସିଆଲ ୱେବସାଇଟ www.odishajee.nic.in ରେ ତଥ୍ୟ ଉପଲବ୍ଧ ହେବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *