ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ
ଭୁବନେଶ୍ବର , (ଓଡିଶା ଟାଇମ୍) :ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ହେବ।୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରିପାରିବେ। ଫର୍ମ-୬ରେ ଆବେଦନ କରିବାକୁ ପରାମର୍ଶ କରିପାରିବେ।
ଏଥିସହ ଭୋଟର ପରିଚୟ ପତ୍ରରେ ହୋଇପାରିବ ସଂଶୋଧନ। ଏନେଇ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ CEO l