ମେ’ ୩ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା, ଯୁକ୍ତ ୨ ବୋର୍ଡ ପରୀକ୍ଷା ମେ’ ୧୫ରୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ମେ’ ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖରୁ ଓଡଶାରେ ସ୍କୁଲ ଖୋଲିବ। ରବିବାର-ଶନିବାର ସ୍କୁଲରେ ପାଠ ପଢ଼ା ହେବ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢ଼ା ଜାରି ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲରେ ୧୦୦ ଦିନ ଛାତ୍ରଛାତ୍ରୀ ପାଠ ପଢ଼ିବେ।

Leave a Reply

Your email address will not be published. Required fields are marked *