ଲିଜେଣ୍ଡାରୀ କୋରିଓଗ୍ରାଫର ସରୋଜ ଖାନଙ୍କ ପପୁଲାର ଗୀତ, ଯାହା ଖୁବ୍ ଲୋକପ୍ରିୟ ହୋଇପାରିଛି, ପଢନ୍ତୁ…
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡର ଖ୍ୟାତାନାମା କୋରିଓଗ୍ରାଫର ଏବଂ ଜାତୀୟ ପୁରସ୍କାର ବିଜେତା ସରୋଜ ଖାନଙ୍କର ହୃଦଘାତରେ ମୁମ୍ବାଇ ଠାରେ ମୃତ୍ୟୁ ଘଟିଛି ।
୭୧ ବର୍ଷୀୟ ସରୋଜ ଖାନ୍ ୧୯୪୮ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତରେ ବଲିଉଡର ବହୁ କଳାକାର ଶୋକ ବ୍ୟକ୍ତ କରିଛନ୍ତି ।
ଜାଣନ୍ତୁ, ସରୋଜ ଖାନ କୋରିଓଗ୍ରାଫି କରିଥିବା ବେଷ୍ଟ ଗୀତ ସମ୍ପର୍କରେ…
ଏକ ଦୋ ତିନ- ତେଜାବ ଫିଲ୍ମ (୧୯୮୮)
ହାୱା ହୱାଇ- ମିଷ୍ଟର ଇଣ୍ଡିଆ ଫିଲ୍ମ (୧୯୮୭)
ଡୋଲା ରେ- ଦେବଦାସ ଫିଲ୍ମ (୨୦୦୨)
ଚୁରା କେ ଦିଲ୍ ମେରା- ମେଁ ଖିଲାଡି ତୁ ଅନାରୀ ଫିଲ୍ମ (୧୯୯୪)
ହମ୍ କୋ ଆଜ କଲ୍ ହେ- ଶୈଲାବ ଫିଲ୍ମ (୧୯୯୦)
କାଟେ ନେହିଁ କଟ୍ ତେ- ମିଷ୍ଟର ଇଣ୍ଡିଆ ଫିଲ୍ମ (୧୯୮୭)
ତମା ତମା ଲୋଗେ- ଥାନେଦାର ଫିଲ୍ମ (୧୯୯୦)
ନିମ୍ବୁଡା- ହମ୍ ଦିଲ ଦେ ଚୁକେ ସନମ ଫିଲ୍ମ (୧୯୯୪)
ଧକ୍ ଧକ୍- ବେଟା ଫିଲ୍ମ (୧୯୯୨)
ମେରେ ହାଥୋ ମେଁ ନୋ ନୋ ଚୁଡିୟାଁ- ଚାନ୍ଦନୀ ଫିଲ୍ମ (୧୯୮୯)
ୟେ କାଲି କାଲି ଆଖେଁ- ବାଜିଗର ଫିଲ୍ମ (୧୯୯୩)
ଚୋଲି କେ ପିଛେ- ଖଳନାୟକ ଫିଲ୍ମ (୧୯୯୪)
ୟେ ଇସ୍କ ହାୟେ- ଜବ୍ ୱିଇ ମିଟ୍ ଫିଲ୍ମ (୨୦୦୭)
ମେରେ ପିଆ ଘର ଆୟେ- ୟାରାନା ଫିଲ୍ମ (୧୯୯୫)
ବରଷୋ ରେ- ଗୁରୁ ଫିଲ୍ମ (୨୦୦୭)
ରାଧା କେସେ ନା ଜଲେ- ଲଗାନ ଫିଲ୍ମ (୨୦୦୧)
ଚନେ କେ ଖେତ ମେଁ- ଅଞ୍ଜାମ ଫିଲ୍ମ (୧୯୯୪)
୫୦ ଦଶକରେ ବଲିଉଡ ଫିଲ୍ମରେ ସେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ ଆରମ୍ଭ କରିଥିଲେ । ପରେ ସେ ୨ ହଜାରରୁ ଅଧିକ ଗୀତରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି । ଏପରିକି ସେ ବହୁ ନାମୀଦାମୀ କଳାକାରଙ୍କୁ ନୃତ୍ୟ ଶିଖାଇଛନ୍ତି ।