ଜମ୍ମୁକାଶ୍ମୀରରେ ଭୂମ୍ପର ଝଟକା

ଜମ୍ମୁକାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁକାଶ୍ମୀରରେ ସୋମବାର ସକାଳ ୪ଟା୫୬ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଏନସିଏସର ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଦୀର୍ଘ କିଛି ମାସ ପୂର୍ବରୁ ଲଗାତାର ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାସହ ଏଥିରେ କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *