ଭୂକମ୍ପର ଝଟକାରେ ଥରିଲା ଆସାମ: ରିକ୍ଟର ସ୍କେଲରେ ତୀବ୍ରତା ୫.୩
ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭୂକମ୍ପରେ ଥରିଲା ଆସାମ ମାଟି । ବୁଧବାର ସକାଳ ୮ଟା ୪୫ରେ ଆସାମର ଗୋଲପାରା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହାର ସୂଚନା ଦେଇଛି ।
ସେହିଭଳି ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି । ମେଘାଳୟରେ ସକାଳ ପ୍ରାୟ ୮.୪୫ରେ ୫.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି । ଦାର୍ଜିଲିଂ ଓ କୁଚ ବିହାର ସମେତ ଉତ୍ତର ବଙ୍ଗର କିଛି ଅଂଶରେ ବି କମ୍ପନ ଅନୁଭୂତ ହୋଇଥିଲା ।
An earthquake of magnitude 5.2 on the Richter scale hit Goalpara, Assam at 8.45 am today: National Centre for Seismology
— ANI (@ANI) July 7, 2021
Earthquake of Magnitude:5.2, Occurred on 07-07-2021, 08:45:25 IST, Lat: 26.15 & Long: 90.28, Depth: 14 Km ,Location: 71km N of Tura, Meghalaya, India for more information Download the BhooKamp App https://t.co/A7YPlKiPob @ndmaindia @Indiametdept pic.twitter.com/BX4I1zOBze
— National Center for Seismology (@NCS_Earthquake) July 7, 2021