ଜିଲ୍ଲାୱାରୀ କରୋନା ଅପ୍‌ଡେଟ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ଭିତରେ ୮୦ ବଢ଼ିଛି। ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ସଂକ୍ରମଣର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଗଜପତି ଜିଲ୍ଲାରେ ୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ନବରଙ୍ଗପୁରର ଜଣେ ରୋଗୀ ଚିହ୍ନଟ କହୋଇଛନ୍ତି। ତେବେ ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାର କିଛି ସୂଚନା ଦେଇ ନାହାନ୍ତି।

ଏଠାରେ ନଜର ପକାନ୍ତୁ ଜିଲ୍ଲାୱାରୀ କରୋନା ସଂକ୍ରମଣ ବାବଦରେ।

Leave a Reply

Your email address will not be published.