କରୋନା ଭୁତାଣୁ ଲକ୍‌ଡାଉନ୍‌: ବିଶ୍ଵ ମୁକୁଳୁଛି ଚକ୍ରବ୍ୟୁହରୁ

କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ଉଣା ଅଧିକେ ବିଶ୍ୱର ସବୁ ଦେଶ ତାଲାବନ୍ଦୀ ( ଲକ୍‌ଡାଉନ୍‍) ଆପଣାଇଛନ୍ତି । ଦେଶ ଓ ଶାସନ ଭିତ୍ତିରେ ଯଦିଓ ପ୍ରକ୍ରିୟା ଅଲଗା ଅଲଗା ରହିଛି କିନ୍ତୁ ଜନସାଧାରଣଙ୍କୁ ଏହି ତାଲାବନ୍ଦୀର କଟକଣା … Read More

ଦିନକୁ ୧୬ କୋଟି ଆୟ ନିଶାରେ ନିଷ୍ପତ୍ତି

ଓଡ଼ିଶା ତହବିଲ ପାଇଁ ଦୁଇଟି ଶୁଭ ସୂଚନା । ପ୍ରଥମଟି ହେଲା ଦୀର୍ଘଦିନ ହେଲା ମାନ୍ଦାବସ୍ଥାରେ ଚାଲୁଥିବା ତହବିଲରେ ଏକାଥରକେ ୫୦୦ କୋଟି ଟଙ୍କା ପ୍ରବେଶ  କରିଛି ଆଉ ଦ୍ଵିତୀୟଟି ହେଲା ଦୈନିକ ଅଧିକ ୧୬ କୋଟି ଟଙ୍କା ରୋଜଗାର ପାଇଁ … Read More

ଏବେ ଲିବରେଲାଇଜେସନ୍ ନୁହେଁ ଜାତୀୟ ଅର୍ଥନୀତିକୁ ଗୁରୁତ୍ୱ

ଭାରତ ଅର୍ଥନୈତିକ ସୁପର ଶକ୍ତି ହେବାକୁ ସ୍ଥିର କରିଛି   ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କରୋନା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ଦେଶବାସୀଙ୍କୁ ତାଙ୍କର ଶେଷ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମକୁ ସ୍ଥାନୀୟ … Read More

ରାଏବରେଲିରେ ଅଦିତି ବନାମ ସୋନିଆ

ଅଦିତି ସିଂଙ୍କ କଂଗ୍ରେସରୁ ବାହାରିବା ସୋନିଆଙ୍କ ପାଇଁ ବିପଦ ହୋଇପାରେ ! ଯଦି ଅଦିତି ସିଂ ରାଏବରେଲିରେ ସୋନିଆଙ୍କ ବିରୋଧରେ ଲଢ଼ିବେ ତେବେ କ’ଣ ହେବ?  ଅଦିତି ସିଂହ ନାମ ବର୍ତ୍ତମାନ ଖବରର ଶିରୋନାମାରେ ଅଧିକ ରହିଛି । ଯେହେତୁ କଂଗ୍ରେସ … Read More

ମୁକ୍ତ-ବକ୍ତବ୍ୟ ବନ୍ଦ କରିବା ପରେ ଟ୍ୱିଟ୍‌ର ଏବେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ଅତି ନିକଟତର

ଗତକିଛି ଦିନ ହେଲା ଟ୍ୱିଟ୍‌ର ଧୀରେ ଧୀରେ ଚୀନ୍‌ର ପ୍ରଚାର ଉପକରଣରେ ପରିଣତ ହେବାରେ ଲାଗିଛି । ଟ୍ୱିଟ୍‌ର ମୁକ୍ତ-ବକ୍ତବ୍ୟକୁ ବନ୍ଦ କରିବା ବୈଶିଷ୍ଟ୍ୟ ଲଞ୍ଚ କରିବାକୁ ଯାଉଛି, ଯାହା ପରେ ସେହି ଟ୍ୱିଟ୍‌ରେ କେବଳ ଜଣେ ବ୍ୟକ୍ତି ଯେ କୈଣସି … Read More

ଲଦାଖରେ ଚୀନ୍, ପିଓକେରେ ପାକିସ୍ତାନ ଏକାବେଳେ ସକ୍ରିୟ ?

 ଏହା କ’ଣ ଏକ ବଡ଼ ଷଡ଼ଯନ୍ତ୍ର ? କାର୍ଗିଲ ଯୁଦ୍ଧ ବିଷୟରେ ମଧ୍ୟ ସୂଚନା ଦେଉଛି । ଏଲଓସି ଏବଂ ଏଲଏସି ଉପରେ ପାକିସ୍ତାନ ଏବଂ ଚୀନ୍ ଏକତ୍ର ସକ୍ରିୟ । ଏଲଓସି ଉପରେ ପାକିସ୍ତାନରୁ ଗୁଳି ବିନିମୟ, ଉପତ୍ୟକାରେ ଆତଙ୍କବାଦୀ … Read More

ତୃତୀୟ ବିଶ୍ୱଯୁଦ୍ଧର ପଦଧ୍ୱନୀ !

ଆମେରିକା ‘ଓପନ୍ ସ୍କାଏ’ ଚୁକ୍ତିରୁ ବାହାରିଲା ।  ଚୀନ୍ ଏଥର ଅର୍ଥନୈତିକ ଲକ୍ଷ୍ୟ ରଖିନାହିଁ । ଚୀନ୍ ଚାରିଆଡ଼େ ଗୁଣ୍ଡାଗିରି ଦେଖାଉଛି  । ଆମେରିକା ମଧ୍ୟଭାଗରେ ଡେଇଁପଡୁଛି । ଯୁଦ୍ଧ ପୂର୍ବରୁ ଏହା ହିଁ ଘଟେ ! ଅତୀତରେ ଆମେରିକା ଏବଂ … Read More

ଭାରତରେ ଘୃଣା ଏଜେଣ୍ଡାରୁ ଲାଭ କରୁଛନ୍ତି ଟ୍ୱିଟର, ଫେସବୁକ୍ ଓ ଟିକ୍‌ଟକ୍‌!

ବିଶ୍ୱସ୍ତରୀୟ କରୋନା ଭାଇରସ ମହାମାରୀ ସମୟରେ ଫ୍ରାନ୍ସ ସଂସଦ ଏକ ଆଇନ ପ୍ରଣୟନ କରିଛି, ଯାହାକି ଟ୍ୱିଟର, ଫେସବୁକ୍ ଗୁଗୁଲ, ଟିକ୍‌ଟକ୍‌ ପରି ସୋଶାଲ ମିଡିଆ ତଥା ଟେକ୍ କମ୍ପାନୀଗୁଡ଼ିକ ପାଇଁ ବ୍ୟବହାରକାରୀଙ୍କ ଫ୍ଲାଗିଂର ୨୪ଘଣ୍ଟା ମଧ୍ୟରେ ଘୃଣ୍ୟ ବିଷୟବସ୍ତୁ ହଟାଇବା … Read More

କୋଡ଼ିଏ ଲକ୍ଷ କୋଟି: ମୋଚି,ବାରିକ ଦୋକାନୀ ପାଇଲେ କେତେ

 ଅବଶ୍ୟ ସେ ରାତି ୮ ଟାରେ ଟିଭିକୁ ଆସିଲେ ଭାରତର ଜନସମୁଦ୍ରକୁ ପ୍ରଭାବିତ କରିବା ଭଳି କିଛି ଗୋଟେ ନୂଆ ନିଷ୍ପତ୍ତି ଘୋଷଣା ହେବ ବୋଲି ସମସ୍ତଙ୍କୁ ଅଳ୍ପ ବହୁତେ ଜଣା ପଡ଼ିଗଲାଣି। ଏଣୁ ଏଥର କ’ଣ ହେବ ତାହା ଜାଣିବା … Read More

କେତେ ଆଉ କେମିତି କୋହଳ ହେବ କଟକଣା !

ସରି ଆସୁଛି ଲକ୍ ଡାଉନ୍ 3.0 । ସୋମବାର ଠାରୁ ଲାଗୁ ହେବ ଲକ୍ ଡାଉନ୍ 4.0 ।  ଯାହା ଲାଗୁଛି, ଚତୁର୍ଥ ପର୍ଯ୍ୟାୟ ତାଲା ବନ୍ଦ ଅନେକ କୋହଳ ହୋଇପାରେ । ମହାମାରୀ ମରିନି, ବରଂ ବଢ଼ି ବଢ଼ି ଚାଲିଛି … Read More