“ସାମ୍‌-ଦାମ୍‌-ଦଣ୍ଡ-ଭେଦ” ନୀତି ବିଫଳ ହେବା ପରେ ଚୀନ୍‌ ‘ଦାମ୍‌’ ନୀତି ଅନୁସାରେ ଭାରତକୁ ଅକସାଇ ଚୀନ୍‌ ହସ୍ତାନ୍ତର କରିପାରେ !

ଚୀନ୍ ନିଜର ସାମ୍ରାଜ୍ୟବାଦୀ ମାନସିକତା ପାଇଁ ବିଶ୍ୱବ୍ୟାପୀ କୁଖ୍ୟାତ । ଶତ୍ରୁକୁ ଜିତିବା ପାଇଁ ଚୀନ୍‌ କିଛି ବି କରିବାକୁ ଇଚ୍ଛୁକ, ଏବଂ ଯଦି ଏହା ବର୍ଷ ବର୍ଷ ଧରି ଏହାର କାର୍ଯ୍ୟଧାରାକୁ ବିଚାରକୁ ନେଇଥାଏ, ତେବେ ଚୀନ୍ ଏହାର ବିରୋଧୀଙ୍କୁ … Read More

ଗୁଜୁରାଟରେ ଅହମ୍ମଦ ପଟେଲଙ୍କୁ ଅଣଦେଖା, ଗାନ୍ଧୀ ପରିବାରର ଅନ୍ଧକାର ରହସ୍ୟକୁ ଏକ ଚୁଟ୍‌କିରେ ପଟେଲ ଖୋଲି ପାରିବେ !

କଂଗ୍ରେସ ଭିତରେ ପୁଣି ଥରେ ଚଳଚଞ୍ଚଳ ଆରମ୍ଭ ହୋଇଯାଇଛି । କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ପରେ କଂଗ୍ରେସ ମଧ୍ୟରେ ପରିସ୍ଥିତି ପରିବର୍ତ୍ତନ ହେବାରେ ଲାଗିଛି  ।  ଲାଗୁଛି ଯେ ଟିମ୍ ରାହୁଲ ପୁଣି ଥରେ ଟିମ୍ ସୋନିଆଙ୍କ ସ୍ଥାନ … Read More

ଧୂଳିଆ ଜନ୍ଦା ରାଜନୀତି

ମାତିଛି ମହାମାରୀ । ଜୀବନ ବଞ୍ଚାଇବା ଚିନ୍ତାରେ ସମସ୍ତେ । କିନ୍ତୁ କରୋନା ବେଳେ ଦେଶରେ ଚାଲିଛି କ୍ଷମତା ରାଜନୀତିର ହୀନ ଲଢେଇ । ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧି ପୁଣି ଲକ୍ ଡାଉନ୍, ସଟ୍ ଡାଉନ୍ କରି, ସେମାନଙ୍କୁ ଘରେ … Read More

“କର କିମ୍ବା ମର”- ଚୀନ୍ ବିରୋଧରେ ଅନୁସନ୍ଧାନ ଡବ୍ଲ୍ୟୁଏଚଓର ଭବିଷ୍ୟତ ସ୍ଥିର କରିବ

କୌଣସି ବାହ୍ୟ ଚାପରେ ଭଲ ପ୍ରଦର୍ଶନ କଲାବେଳେ ଜଣେ ବ୍ୟକ୍ତି ବା ଅନୁଷ୍ଠାନର ପ୍ରକୃତ ସତ୍ୟ ବାହାରକୁ ଆସେ । ଏହା ତାଙ୍କ ଉପରେ ଲୋକଙ୍କ ବିଶ୍ୱାସ ବଢ଼ାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ମଧ୍ୟ ଏହି ସୁଯୋଗ ଆସିଛି … Read More

ପାକିସ୍ତାନକୁ ବିଶ୍ୱର ସ୍ପଷ୍ଟ ବାର୍ତ୍ତା, ଚୀନ୍‌ର ଗୋଡ଼ାଣିଆ ବନ୍ଦ କର ନଚେତ୍ ପରିଣାମ ଭୋଗିବ

ସାମ୍ରାଜ୍ୟବାଦୀ ତଥା ସ୍ୱାର୍ଥପର ମନୋଭାବ ଯୋଗୁଁ ଚୀନ୍ ସମଗ୍ର ବିଶ୍ୱର ଶତ୍ରୁ ପାଲଟିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚୀନ୍‌କୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ବିଶ୍ୱ ବିଚ୍ଛିନ୍ନ ହେବାର ଆଶଙ୍କା ଆରମ୍ଭ ହୋଇଛି । ଚୀନ୍‌ର ଗୃହପାଳିତ ପାକିସ୍ଥାନରେ ମଧ୍ୟ … Read More

କେବଳ ୧% ଜାତି ଓବିସି ପାଇଁ ନିର୍ଦ୍ଧାରିତ ୫୦% ସଂରକ୍ଷଣର ଲାଭ ପାଆନ୍ତି, ଅନ୍ୟମାନେ କାହିଁକି ପାଇଲେ ନାହିଁ ?

ଅକ୍ଟୋବର ୨୦୧୭ରେ ଓବିସିକୁ ଦିଆଯାଇଥିବା ୨୭ ପ୍ରତିଶତ କୋଟା ଅଧୀନରେ କୌଣସି ପ୍ରକାର ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ ସରକାର ଏକ କମିଟି ଗଠନ କରିଥିଲେ । ଏହି ପ୍ୟାନେଲ୍ ୧୨ ସପ୍ତାହ ମଧ୍ୟରେ ସରକାରଙ୍କୁ ଏହାର ରିପୋର୍ଟ ଉପସ୍ଥାପନ କରିବାର … Read More

ତାଇୱାନକୁ ଆମେରିକାର ସମର୍ଥନ ପରେ, ବର୍ତ୍ତମାନ ଭାରତ ତାଇୱାନ ସହିତ କୂଟନୈତିକ ସମ୍ପର୍କକୁ ମଜବୁତ କରୁଛି

ତାଇୱାନରେ ବରିଷ୍ଠ କୂଟନୀତିଜ୍ଞଙ୍କୁ ନିୟୋଜିତ କରି ଭାରତ ବଡ଼ ଘୋଷଣା କରିଛି । ଚୀନ୍ ବର୍ତ୍ତମାନ ସିନୋ-ବ୍ରିଟିଶ ମିଳିତ ଘୋଷଣାନାମାକୁ ଅମାନ୍ୟ କରି ହଂକଂକୁ ବେଆଇନ ଭାବେ କବ୍‌ଜାକୁ ନେଇ ତାଇୱାନ ଉପରେ ନଜର ରଖିଛି । ଚୀନ୍‌ ତାଇୱାନକୁ ଦେଶର … Read More

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏବଂ ଅବକ୍ଷୟମୁଖୀ ଗଣମାଧ୍ୟମ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କରମୃତ୍ୟୁ ଖବର ଏବେ ଚହଳ ସୃଷ୍ଟି କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ବିବାଦ ସୃଷ୍ଟି ହେବାର ଲାଗିଛି । ଜଣେ ସମାଜସେବୀ ଏବଂ ଉଦ୍ଦୀପନାସୃଷ୍ଟିକାରୀ ବକ୍ତା ହିସାବରେ ଆଦିତ୍ୟ ଦାଶଙ୍କର ଅନେକ ସୁନାମ … Read More

ଚୀନ୍‌କୁ ଚାରି ଦିଗରୁ ଆକ୍ରମଣ – ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭାରତ ସହିତ ମିଳିତ ଯୁଦ୍ଧ ଅଭ୍ୟାସରେ ପ୍ରଥମ ଥର ପାଇଁ ଯୋଗଦେବେ

ପ୍ରଶାନ୍ତ ତଥା ଭାରତ ମହାସାଗରରେ ଚୀନ୍‌କୁ ରୋକିବା ପାଇଁ ଚାରିଟି ପ୍ରମୁଖ ଶକ୍ତି ପ୍ରଥମ ଥର ପାଇଁ ମାଲାବରରେ ଏକାଠି ହେବାକୁ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷର ମାଲାବାର ନୌବାହିନୀ ପାଇଁ ଅଷ୍ଟ୍ରେଲିଆ ଖୁବ୍ ଶୀଘ୍ର ଭାରତଦ୍ୱାର ନିମନ୍ତ୍ରିତ ହୋଇପାରେ … Read More

ରାଜନୀତି ପାଇଁ ଟଙ୍କା ଅଛି, ହେଲେ ନିଯୁକ୍ତି ଦେବାକୁ ନାହିଁ!

ଆଗ ଭଳି ଆଉ ଚା’ ବେପାର ଚାଲୁନି କି ପକୁଡ଼ି ଛାଣିଲେ ଖାଇବାକୁ ଲୋକ ନାହାନ୍ତି । ଦେଶବାସୀ କେବେଠୁ ଭୁଲି ଯାଇଛନ୍ତି ବର୍ଷକୁ 2 କୋଟି ନିଯୁକ୍ତିର କଥା । ଆଉ ଏବେ ରାଜ୍ୟର ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଭୁଲି … Read More