ଉପରାଷ୍ଟ୍ରପତି ନିର୍ବାଚନରେ ହେବ କି କ୍ରସ୍ ଭୋଟିଂ !
BHUBANESWAE: ଆସନ୍ତା ୯ ତାରିଖ, ମଙ୍ଗଳବାର ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ହେଉଛି ନିର୍ବାଚନ । ବଳିଷ୍ଠ RSS ପୃଷ୍ଠଭୂମି ଥିବା ତଥା ବରିଷ୍ଠ ବିଜେପି ନେତା ସି. ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି … Read More











