ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଳସ୍ୟ ପରାୟଣ ହୋଇପାରନ୍ତି । କଳହ ଠାରୁ ନିଜକୁ ଦୂରେଇ ଉଖିବାକୁ ପଡିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ … Read More

ଆଜିଠୁ ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ତେଣୁ ସିନେମା ହଲ୍ ଖୋଲିବାକୁ ସଜବାଜ ହେଉଛନ୍ତି ହଲ୍ ମାଲିକ । ହଲ୍ ଗୁଡିକୁ ସାନିଟାଇଜ୍ କରାଯାଇଛି । ଯେଉଁମାନେ ସିନେମା ଦେଖିବାକୁ ହଲ୍ … Read More

ଲଘୁଚାପ ସକ୍ରିୟ : ୩ ଦିନ ଯାଏ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଉତ୍ତର ଉପକୂଳ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ମୌସୁମି ମଧ୍ୟ ସକ୍ରିୟ ଅବସ୍ଥାରେ ଅଛି। ଫଳରେ ଆସନ୍ତା ୧୭ ତାରିଖ ଯାଏ … Read More

ଆଜି ପବିତ୍ର ଜନ୍ମାଷ୍ଟମୀ; ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଯେଉଁ ଦିନକୁ ସାରା ଦେଶରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭଗବାନ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ … Read More

ଆସନ୍ତା କାଲି ବାହୁଡ଼ା, ସକାଳ ୮ଟାରେ ପହଣ୍ଡି, ମଧ୍ୟାହ୍ନରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ବୁଡ଼ବାର ଅନୁଷ୍ଠିତ ହେବ। ଏଥିନେଇ ପ୍ରଶାସନ ଓ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଭଳି ବାହୁଡ଼ାଯାତ୍ରାକୁ ଭକ୍ତଶୂନ୍ୟ ଯାତ୍ରାରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି … Read More

ଶ୍ରୀକ୍ଷେତ୍ର ଚନ୍ଦନ ଯାତ୍ରା: ଦିନରେ ସରିବ ଚାପ

ପୁରୀ(ଓଟି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ଚନ୍ଦନ ଯାତ୍ରା। କିନ୍ତୁ ହେବନି ଶ୍ରଦ୍ଧାଳୁଙ୍କ ସମାଗମ। ସେହିପରି ଦିନରେ ସରିବ ଚାପ, ସନ୍ଧ୍ୟା ପୂର୍ବରୁ ଫେରିଯିବେ ଶ୍ରୀଜିଉ। ମହାମାରୀ କରୋନା ଆତଙ୍କ ଯୋଗୁଁ ପ୍ରସିଦ୍ଧ ଚନ୍ଦନଯାତ୍ରା ପାରମ୍ପରିକ ଭାବେ କରାଯିବ କିନ୍ତୁ ଜନଗହଳିକୁ ବାରଣ … Read More

‘ମହାଭାରତ’ ବି ଆଜିଠୁ

ନୂଆଦିଲ୍ଲୀ(ଓଟି): ରାମାୟଣ ସହ ମହାଭାରତ ବି ପ୍ରସାରଣ ହେଉ। ଏହାଥିଲା ଅନେକ ଭାରତୀୟଙ୍କ ଦାବି। ହଁ ଏହି ଦାବି ପୂରଣ ହୋଇଛି। ସରକାର ସୁବିଚାର କରିଛନ୍ତି। ଅର୍ଥାତ୍‌ ଆଜିଠୁ ମହାଭାରତ ଧାରାବାହିକ ମଧ୍ୟ ପ୍ରସାରଣ ହେବ। #ଡିଡିଭାରତୀ ଦେଖିବାକୁ ପଡ଼ିବ। ରାମାନନ୍ଦ … Read More

ଗୀତା ଜ୍ଞାନ: ସନ୍ନାସ କ’ଣ? କେଉଁ କର୍ମ ତ୍ୟାଗ ଉଚିତ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଓଁ, ତତ୍‌, ସତ୍ ଶବ୍ଦର ଅର୍ଥ ବୁଝାଇବା ସହ ଶ୍ରଦ୍ଧାହୀନ ଭାବେ ଯେ କୌଣସି ଶୁଭକର୍ମ କଲେ ମଧ୍ୟ ତାହା ଇହକାଳ ଓ ପରକାଳରେ ଲାଭଦାୟକ ହୋଇନଥାଏ ବୋଲି କହିବା ପରେ ଅର୍ଜୁନ ଅଧିକ … Read More

ଗଙ୍ଗାସାଗର ମେଳା: କେମିତି ଯିବେ ସାଗର ଦ୍ଵୀପ

କୋଲକାତାରୁ ଡାଇମଣ୍ଡ୍ ହାର୍ବର ରୋଡରେ ୯୦ କିଲୋମିଟର ପରେ ଆସେ କାକଦ୍ୱୀପ । ସେଠାରୁ ଡଙ୍ଗା ବା ବୋଟ୍ ସାହାଯ୍ୟରେ ପ୍ରାୟ ସାଢ଼େ ତିନି କିଲୋମିଟର ଅତିକ୍ରମ କରି କଚୁବେରିଆ ଯିବାକୁ ହୁଏ । ସେଠାରୁ ପ୍ରାୟ ୩୨ କିଲୋମିଟର ଗଲେ … Read More

ଏଠି ଗୋଟିଏ ସ୍ନାନ ଦଶଟି ଅଶ୍ଵମେଧ ଯଜ୍ଞର ପୂଣ୍ୟ ସହ ସମାନ

ଦେବୀ ଗଙ୍ଗା ଦେବଲୋକରୁ ଓହ୍ଲାଇ ପୃଥିବୀ ପୃଷ୍ଠରେ ବିଭିନ୍ନ ନାମରେ ପ୍ରବାହିତ ହୋଇଛନ୍ତି । ଗଙ୍ଗା, ଯମୁନା, ସରସ୍ୱତୀ, ରଥସ୍ଥା, ସରଜୁ, ଗୋମତୀ, ଗଣ୍ଡକ ଓ ଭଗୀରଥ ଇତ୍ୟାଦି । ତେବେ ଗଙ୍ଗା ଓ ସାଗରର ଏହି ମିଳନସ୍ଥଳ ହେଉଛି ‘ଗଙ୍ଗାସାଗର’ … Read More