ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା

ପୁରୀ ,(ଓଡିଶା ଟାଇମ୍) : ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ … Read More

ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ, ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବିବାହ ପ୍ରସ୍ତୁତି

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ରୁକ୍ମଣୀଙ୍କୁ ବିବାହ କରିବେ । ଏହି ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବାଜୁଛି ତେଲିଙ୍ଗି … Read More

ଶ୍ରୀମନ୍ଦିରର ଅନୁଧ୍ୟାନ କଲେ ଏଏସଆଇ ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଏଏସଆଇର ଟିମ୍ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ କୁମାର ମଲ୍ଲକିଙ୍କ ନେତୃତ୍ବରେ ଏହି ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ୟ୍ୟର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ସ୍ନାନମଣ୍ଡପ, … Read More

ଚକା ଡେରା ସରିଲା, ଅଖ ଲାଗିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ବଡ଼ଦାଣ୍ଡରେ ଶ୍ରୀ ଜଗନ୍ନାଥଙ୍କ ରଥ ତିଆରି କାମ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି।  ଋଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି … Read More

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିନ ୧୧ଟାରେ ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । କାଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, … Read More

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁର୍ବଭଳି ଭିଡିଓ କନଫେରେନସିଂ ଜରିଆରେ ବସିବାକୁ ଥିବା ଏହି ବୈଠକରେ, ସ୍ଥାୟୀ ଅଧ୍ୟକ୍ଷ ଥିବା ଗଜପତି ମହାରାଜା ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୧ଟାରେ … Read More

ସ୍ନାନଯାତ୍ରା ପାଇଁ ୧୫୦ ଦଇତାପତି !

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାନଯାତ୍ରାରେ ପହଣ୍ଡିବେଳେ ଦଇତାପତି ସେବକଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତ୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଜଣ ଦଇତା । ଜଗନ୍ନାଥଙ୍କ ପାଇଁ ୬୦ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ … Read More

ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନ -ମୋହନ ଚାପ ଖେଳିବେ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଚ ମହାଦେବ କମିଟି ସହ ଚାଲିଥିବା ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପାରମ୍ପରିକ ଭାବେ ସମସ୍ତ ନୀତିରୀତି ସହ ମହାପ୍ରଭୁଙ୍କ ପର୍ବ ବିଧି ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। … Read More