ରଥ ଉପରେ ତିନି ଠାକୁର.. ରଥ ଟଣାକୁ ଅପେକ୍ଷା

ପୁରୀ, (ଓଡିଶା ଟାଇମ୍) : ନିଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ । ତିନି ରଥରେ ରଥାସୀନ ତିନି ଠାକୁର ଏବେ ଅପେକ୍ଷା କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା … ଗଜପତି ମହାରାଜା ମହାରାଜାଙ୍କ ଛେରା ପହଁରା … Read More

ଶ୍ରୀଜୀଉଙ୍କ ଘୋଷଯାତ୍ରା, କଡ଼ା କଟକଣା ଭିତରେ ପୁରୀ ସହର

ପୁରୀ, (ଓଡିଶା ଟାଇମ୍) : ଆଜିଠୁ ମହାପ୍ରଭୁଙ୍କ ୯ ଦିନିଆ ଘୋଷଯାତ୍ରା । ବିନା ଭକ୍ତରେ କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ପୁରୀ ସହରରେ ୪୧ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ସୋମବାର ରାତି … Read More

ରଥ ଯାତ୍ରା କଣ, ଏହା କେଉଁ ଶତାବ୍ଦୀରୁ ପାଳନ କରି ଆସୁଛି, ଏହାର ମହାତ୍ମ୍ୟ

ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା … Read More

ରଥ ନୀତି ଚୂଡ଼ାନ୍ତ: ସକାଳ ୩ଟାରେ ମଙ୍ଗଳ ଆଳତି, ଦିନ ୧୨ଟାରେ ରଥ ଟଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଏହି ଅନୁସାରେ ସକାଳ ୩ଟାରେ ମଙ୍ଗଳ ଆଳତି ବା ପ୍ରଥମ ନୀତି ଅନୁଷ୍ଠିତ ହେବ। ଏହା ପରେ ୩ଟା ୧୫ରେ ମଇଲମ ଓ ପରେ ପରେ … Read More

ଦେଢ଼ହଜାର ଲୋକରେ ଏବର୍ଷ ରଥଯାତ୍ରା: ଡ. କ୍ରିଷନ୍‌ କୁମାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅଦ୍ଵିତୀୟ ରଥଯାତ୍ରା ଏବର୍ଷ ଅଦ୍ଵିତୀୟ ଢଙ୍ଗରେ ପାଳନ କରାଯିବ। ମାତ୍ର ୧୫ଶହ ସେବାୟତ ଓ ପୁଲିସଙ୍କ ସମାଗମରେ ରଥଯାତ୍ରା ସମାପନ ହେବ। ସେମାନଙ୍କ ଭିତରୁ ପ୍ରତି ରଥରେ ୫୦୦ ଜଣ ଲେଖାଏଁ ରହିବେ। ସମସ୍ତ କର୍ମଚାରୀ … Read More

ବାଟ ଫିଟୁଛି: ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀରେ ବିନା ଭକ୍ତଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବାଟ ଫିଟୁଛି। ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ରାୟରେ ପରିବର୍ତ୍ତନ ଆଣି ରଥଯାତ୍ରାକୁ କଟକଣା ସହ ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ … Read More

ମତ ବଦଳାଇଲେ ରାଜ୍ୟ ସରକାର: ରଥଯାତ୍ରା କରାଇବାକୁ ନିବେଦନ କରିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପ୍ରସଙ୍ଗରେ ଓଡ଼ିଶା ସରକାର ୟୁ -ଟର୍ନ ନେଇଛନ୍ତି। ଆସନ୍ତା କାଲି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି। ଗଜପତି ମହାରାଜାଙ୍କ … Read More

ରଥଯାତ୍ରା ମାମଲା : ରିଭ୍ୟୁ ପିଟିସନ ଗ୍ରହଣ କଲେ ସୁପ୍ରିମକୋର୍ଟ, କାଲି ଦିନ ୧୧ଟାରେ ହେବ ଶୁଣାଣି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ରଥଯାତ୍ରା ପ୍ରସଙ୍ଗରେ ପୁନଃବିଚାର ପାଇଁ ଆବେଦନ କରାଯାଇଥିବା … Read More