ତିନି ହଜାର କେଜି ଖେଚୁଡ଼ି ରାନ୍ଧିବେ ଶାହା

ଭୁବନେଶ୍ୱର,(ଓଟି): ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ଚିନ୍ତା ସେତିକିରେ ବଢ଼ିବାରେ ଲାଗିଛି। ଏହି ଚିନ୍ତାକୁ ହାଲକା କରିବା ତଥା ଦେଶର ଦଳିତମାନଙ୍କ ଭୋଟ ହାତେଇବା ପାଇଁ ଆସନ୍ତା ୬ତାରିଖରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଦିଲ୍ଲୀରେ ଦଳିତ … Read More

ମାୟାବତୀଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା କଂଗ୍ରେସ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଏସପି ସହାୟତାରେ ସରକାର ଗଠନ କରିଥିବା କଂଗ୍ରେସ ମାୟାବତୀଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। ଦଳିତଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଉଠା ନଗଲେ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀଙ୍କ ଧମକ ଦେଇଥିଲେ। ଏହାପରେ କଂଗ୍ରେସ … Read More

୨୦୧୯ର ବିଧାନସଭା ନିର୍ବାଚନ : କିଏ କେଉଁଠି ଶକ୍ତିଶାଳୀ

ଭୁବନେଶ୍ୱର,(ଓଟି): ଆଗାମୀ ୨୦୧୯ ନିର୍ବାଚନ ବଡ଼ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି ସୂଚନା ମିଳିବାରେ ଲାଗିଛି। ଚଳିତ ବର୍ଷ ଲୋକସଭା ସହିତ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅପୁଷ୍ଠିତ ହେବ। ଏହା ମଧ୍ୟରୁ ୩ଟିରେ ବିଜେପି ସରକାର ଥିବାବେଳେ କଂଗ୍ରେସ କେବଳ ଅରୁଣାଞ୍ଚଳ … Read More

୭୫ବର୍ଷ ବୟସ୍କ ନେତାଙ୍କୁ ପୁଣି ବିଜେପି ଟିକଟ ମିଳିବ

ଭୁବନେଶ୍ୱର,(ଓଟି): ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଥିପାଇଁ ସବୁ ଦଳର ସାଂସଦମାନେ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଟିକଟ ପାଇବା ଆଶାରେ ଚିନ୍ତିତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନରେ ଅନେକ ବରିଷ୍ଠ ନେତା … Read More

କଂଗ୍ରେସକୁ ବିଏସପିର ସମର୍ଥନ ପ୍ରତ୍ୟାହାର ଧମକ

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଏସପି ସହଯୋଗରେ ସରକାର ଗଢିଛି। ହେଲେ ଏବେ ବିଏସପି ନିଜର କିଛି ସର୍ତ୍ତ ପୂରଣ ନହେଲେ କଂଗ୍ରେସଠାରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛି। ୨୦୧୮, ଏପ୍ରିଲ ୨ରେ ଭାରତ ବନ୍ଦ … Read More