ସର୍ଭେ ରିପୋର୍ଟ: ୟୁପିରେ ବିଜେପିକୁ ମାତ୍ର ୫ଟି ଆସନ

୨୦୧୪ ନିର୍ବାଚନରେ ବିଜେପି ଓ ତାର ସହଯୋଗୀ ଦଳମାନେ ବିରୋଧିଦଳର ଯେଉଁ ସ୍ଥିତି କରିଥିଲେ ସେହି ସ୍ଥିତି ବିରୋଧିଦଳମାନେ ୨୦୧୯ରେ ବିଜେପିର କରିବେ ବୋଲି ଇଣ୍ଡିଆ ଟୁଡେ଼-କାର୍ବି ଇନସାଇଟ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟରେ କୁହାଯାଇଛି, … Read More

‘ଷ୍ଟପ ମୋଦି’ ବନାମ ‘ନମୋ ଏଗେଇନ’

ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ଗାଦି ହାସଲ କରିବା ପାଇଁ ବର୍ତ୍ତମାନ ‘ଷ୍ଟପ ମୋଦି’ ଅଭିଯାନରେ ସାମିଲ ହୋଇଥିବା ଲୋକମାନଙ୍କ ସମ୍ପର୍କରେ ସ୍ୱୟଂ ମୋଦି କ’ଣ କୁହନ୍ତି? ଏହି ଲୋକମାନଙ୍କ ସମ୍ପର୍କରେ ମୋଦି କୁହନ୍ତି, ଯେଉଁମାନଙ୍କୁ ଆମେ ଲୁଟ କରିବା … Read More

ବିରୋଧିଙ୍କ ବିଚାରହୀନ ମହାମେଣ୍ଟ : ଯୋଗେନ୍ଦ୍ର ଯାଦବ

ନିକଟରେ କୋଲକାତାରେ ବିଜେପି ବିରୋଧିଦଳଗୁଡିକର ଯେଉଁ ରାଲି ହୋଇଥିଲା ତାହାକୁ ବିରୋଧିଙ୍କ ବିଚାରହୀନ ମହାମେଣ୍ଟ ବୋଲି ସ୍ୱରାଜ୍ୟ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି, କୋଲକାତାରେ ବହୁତ ନେତାଙ୍କ ଭିଡ଼ ହୋଇଥିଲା; କିନ୍ତୁ ସେମାନଙ୍କର ବିଚାରଧାରା … Read More

ନିର୍ବାଚନ : ୩୦୦ ରାଲିରେ ଭାଷର ଦେବେ ମୋଦି

ନିର୍ବାଚନ ପୂର୍ବରୁ ଯେପରି ଭାବେ ବରିଷ୍ଠ ବିଜେପି ନେତାମାନେ ରୋଗାଗ୍ରସ୍ତ ହେଲେଣି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି। ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଅଣ୍ଟାଭିଡ଼ି ବାହାରିଲେଣି। ନିର୍ବାଚନ ଭିତରେ ପ୍ରଧାନମନ୍ତ୍ରୀ ମୋଦି … Read More

ଦଳଡିଆଁ ସମର୍ଥକ ଉପରେ ବିଜେପିର ନଜର

ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ଏବେ ଦଳଡିଆଁ ପର୍ବ ଚରମସୀମାରେ ପହଞ୍ଚିଛି । ଏ କ୍ଷେତ୍ରରେ କଂଗ୍ରେସ ଓ ବିଜେଡି ସବୁଠାରୁ ଆଗରେ ଅଛନ୍ତି। ମହାମାରୀ ବ୍ୟାପିବା ଭଳି କଂଗ୍ରେସରୁ ଜଣଙ୍କ ପରେ ଜଣେ ଭବିଷ୍ୟତ ସୁରକ୍ଷା ସହିତ ଆଗାମୀ … Read More

କର୍ଣ୍ଣାଟକରେ ବିଜେପିକୁ ଝଟକା:କଂଗ୍ରେସ ବିଧାୟକଙ୍କ ୟୁଟର୍ଣ୍ଣ

ଭୁବନେଶ୍ଵର,(ଓଟି): କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ପାଇଁ ପ୍ରୟାସ ଚଳାଇଛି । କିନ୍ତୁ ଦଳର ଏହି ଚେଷ୍ଟା ଫସର ଫାଟିବାକୁ ବସିଲାଣି । କାରଣ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଶେଷ ମୂହୁର୍ତରେ ସମର୍ଥନ ଦେବାକୁ ମନା କରି ଦେଇଛନ୍ତି … Read More

ଆକ୍ରାମକ ନୁହେଁ ରକ୍ଷାତ୍ମକ ମୁଦ୍ରାରେ ମୋଦି

୨୦୧୯ ସାଧାରଣ ନିର୍ବାଚନର ବିଗୁଲ ବାଜିଗଲାଣି। ସବୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ ପ୍ରତକ୍ଷ ଓ ପରୋକ୍ଷ ଲଢେଇ ପାଇଁ ମଇଦାନକୁ ଓହ୍ଲାଇ ଗଲେଣି। ବିଭିନ୍ନ ଦୃଷ୍ଟିରୁ ଏହି ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜନୈତିକ ସମୀକ୍ଷକଙ୍କ … Read More

କେନ୍ଦ୍ରୀୟ ନେତାଙ୍କ ଯୋଗୁଁ ରାଜ୍ୟରେ ଦୁର୍ବଳ ହେଉଛି ବିଜେପି

ଆଗାମୀ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟକୁ ବିଜେପିର ତୁଙ୍ଗ ନେତାମାନଙ୍କର ଗସ୍ତ କାର୍ଯ୍ୟକ୍ରମ ସେତିକି ବୃଦ୍ଧିପାଇବାରେ ଲାଗିଛି। ମାତ୍ର ୧୨ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାକୁ ୨ଥର ଆସି ସାରିଥିଲାବେଳେ ଆଗାମୀ ୧୫ତାରିଖରେ ପୁଣି ଆସୁଛନ୍ତି। ପ୍ରଧାନମନ୍ତ୍ରୀ … Read More

ବିଜେପି ମୁକ୍କାବିଲା ପାଇଁ କଂଗ୍ରେସ ସ୍ଥିତି ଦୁର୍ବଳ : ଆଣ୍ଟୋନୀ

ଶେଷରେ ହନୁ ମଲା ବେଳେ ସତ କହିବା ଭଳି କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ କଂଗ୍ରେସ ସଂଗଠନ ନେଇ ଅପ୍ରିୟ ସତ କଥା କହିଛନ୍ତି। କଂଗ୍ରେସର ସାଂଗଠନିକ ସ୍ଥିତି ଏବେ ଅତ୍ୟନ୍ତ ଦୁର୍ବଳ। ତେଣୁ ବିଜେପି ସହିତ ଏକାକୀ ଲଢ଼ି ଜୟଯୁକ୍ତ … Read More

ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବ

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏସପି ୩୮ଟି ଓ ବିଏସପି ୩୮ଟି ଆସନରେ ଲଢ଼ିବେ। ସେହିପରି ୨ଟି ଆସନ ଅନ୍ୟ ସହଯୋଗୀମାନଙ୍କ ପାଇଁ ବର୍ତ୍ତମାନ ଉନ୍ମୁକ୍ତ ରଖାଯାଇଛି। ସେହିପରି ଆମେଥି ଓ ରାଏବରେଲିରେ ଏସପି- … Read More