ରାଜ୍ୟସଭାର ନିଲମ୍ବନ ସଦସ୍ୟଙ୍କ ସମର୍ଥନରେ ଲୋକସଭା ଅଧିବେଶନକୁ ବହିଷ୍କାର କଲେ ବିରୋଧୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସମର୍ଥନରେ ପୂରା ବିରୋଧୀ ଏକଜୁଟ୍ ହୋଇ ଯାଇଛନ୍ତି। କଂଗ୍ରେସ ନେତୃତ୍ଵରେ ବିରୋଧୀ ସାଂସଦ ଲୋକସଭା ଅଧିବେଶନକୁ ବହିଷ୍କାର କରଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କୃଷକଙ୍କ ସଂପର୍କିତ ପ୍ରସଙ୍ଗରେ ଆମ … Read More