କନ୍ଧମାଳରେ ମାଓ ତାଣ୍ଡବ: ୫ ଗାଡ଼ି ଜାଳିଦେଲେ, ୧ ମୃତ

କନ୍ଧମାଳ ସଦର ଥାନା ମଲିକପଡାରେ ମାଓବାଦୀଙ୍କ ଉଗ୍ର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଠିକାଦାର ସଂସ୍ଥାର ଅସ୍ଥାୟୀ ଶିବିରରେ ପ୍ରବେଶ କରି ମାଓବାଦୀମାନେ ନିଆଁ ଲଗାଇଦେବା ହେତୁ ସେଠାରେ କାମ କରୁଥିବା ରାତି ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ଏହାସହ ରାସ୍ତାକାମରେ ବ୍ୟବହାର ହେଉଥିବା ଗୋଟିଏ ରୋଲର, ଗୋଟିଏ ମିନି ଟ୍ରକ ଏବଂ ତିନୋଟି ଟ୍ରାକ୍ଟର ପୋଡ଼ି ଦେଇଥିବା ଜଣାପଡ଼ିଛି।

ଦାମୀ ବଲିଉଡ୍ ନାୟିକା ତାଲିକାରେ ନାହାନ୍ତି ଜଣେ ବି ଅଭିନେତ୍ରୀ, ନାୟକମାନଙ୍କ ମଧ୍ୟରେ ଚାଲିଛି ଅଙ୍କକଷା

ନିକଟରେ ବଲିଉଡ୍ ତାରକାଙ୍କ ଫି’କୁ ନେଇ ଏକ ରୋମାଞ୍ଚକ ଖବର ପ୍ରକାଶ ପାଇଛି । ବଲିଉଡ୍ର ଫି’କୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତାଲିକାରେ ଜଣେ ମଧ୍ୟ ନାୟିକା ନାହାନ୍ତି … Read More

ବ୍ଲଡ୍ ସୁଗର୍ ନିୟନ୍ତ୍ରଣ ପାଇଁ ୫ଟି ଉପାୟ

ବୟସ ବଢିବା ସହିତ ରକ୍ତରେ ସର୍କରାର ମାତ୍ରା ବଢିଯାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ବ୍ୟକ୍ତି ଡାଇବେଟିଜ୍ର ଶିକାର ହୋଇଥାନ୍ତି । ଏହା ଅନେକ କ୍ଷେତ୍ରରେ ବଂଶାନୁକ୍ରମ ଅନୁଯାୟୀ ହୋଇଥାଏ । କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଡାଇବେଟିଜ୍ … Read More

ସାତ କୋଶିଆରେ ୨ ବାଘ ଛୁଆ ଜନ୍ମ

ଭୁବନେଶ୍ଵର, (ଓଟି): ଅନେକ ଦିନ ହେଲା ବିବାଦ ଓ ଦୁଃଖଦପୂଣ୍ଣ ଖବର ଶୁଣାଉଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଏକ ଶୁଭ ଖବର ହସ୍ତଗତ ହୋଇଛି। ବିଶ୍ଵସ୍ତସୂତ୍ରର ସୂଚନା ଅନୁସାରେ ଏହି ପ୍ରକଳ୍ପର ଘଞ୍ଚ ଜଙ୍ଗଲରେ ରହୁଥିବା ମାଈ ବାଘଟି ଦୁଇଟି ଶାବକ … Read More

୮ ଓ ୯ ଓଡ଼ିଶା ବନ୍ଦ: ଶ୍ରମିକ ସଂଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ଵର, (ଓଟି): ବିଭିନ୍ନ ଶ୍ରମିକ ସଂଗଠନ ଦ୍ଵାରା ପ୍ରସ୍ତାବିତ ସର୍ବଭାରତୀୟ ସାଧାରଣ ହରତାଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏହାଦ୍ଵାରା ଆସନ୍ତା ୮ ଓ ୯ ତାରିଖରେ ସାରା ଓଡ଼ିଶାର ଜୀବନଯାତ୍ରା ବ୍ୟାହତ ହେବା … Read More

ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନସୂଚକ ଡିଲିଟ୍‌

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଇନ୍‌ ଲିଟରେଚର ଉପାଧି ପ୍ରଦାନ କରାଯାଇଛି। ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅଧ୍ୟକ୍ଷ ପ୍ରଫେସର ସନ୍ଦୀପ ସଞ୍ଚେତ, କୁଳପତି … Read More

ହାଇକୋର୍ଟ ବେଞ୍ଚ ତାତି: ୭ରୁ ୯ଯାଏ ଅର୍ଥନୀତିକ ଅବରୋଧ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ଓଡ଼ିଶାର ପଶ୍ଚିମାଞ୍ଚଳରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଏହିକ୍ରମରେ ଜାନୁୟାରୀ୭, ୮ ଏବଂ ୯ ତାରିଖରେ ବିଭିନ୍ନ ସ୍ଥାନରେ ଅର୍ଥନୀତିକ … Read More

ବିଜେପି-ବିଜେଡ଼ି ପ୍ରୀତି ଚାଲିଛି : କଂଗ୍ରେସ

ଭୁବନେଶ୍ୱର (ଓଟି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲାର ବାରିପଦାରେ ସାଧାରଣସଭାକୁ ଉଦ୍ବୋଧନ କଲାବେଳେ ଓଡ଼ିଶା ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ । ସମଭାବରେ ମୁଖ୍ୟମନ୍ତ୍ରୀ ପୁରୀର ମହିଳା ସମାବେଶକୁ ସମ୍ବୋଧନ କଲାବେଳେ … Read More

ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନ ଲୋକାର୍ପିତ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିିତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପ ଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଏହି ଲୋକାର୍ପଣ ଅବସରରେ କହିଛନ୍ତି ଯେ, ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ଗ୍ୟାସ୍ ପାଇପଲାଇନର ଏହି … Read More

ମହିଳା ଏସ୍‌ଏଚ୍‌ଜି ପାଇଁ ଟଙ୍କା ବର୍ଷା

ଭୁବନେଶ୍ଵର, (ଓଟି): ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜି ଗ୍ରୁପ୍‌କୁ ଏଣିକି ବିନା ସୁଧରେ ୩ଲକ୍ଷ ଟଙ୍କାଯାଏ ଋଣ ଦିଆଯିବ । ବ୍ଲକ୍‌ସ୍ତରରେ ଥିବା ଏସ୍‌ଏଚ୍‌ଜି ମହାସଂଘକୁ ସରକାର ୨୫ ଲକ୍ଷ ଟଙ୍କା ଯାଏ ସହାୟତା ରାଶି ପ୍ରଦାନ … Read More