ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ରେ ପୁରସ୍କାର ବାଣ୍ଟିଲା ଫେଡ୍‌କୋ

ଭୁବନେଶ୍ୱର:  ଲକ୍‌ଡାଉନ୍ ପରିସ୍ଥିତିରେ ଟେକ୍ନୋଲୋଜିକୁ ବ୍ୟବହାର କରି କର୍ମଚାରୀଙ୍କ ମନୋବଳକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛି ଫିଡ୍‌ବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି ବା ଫେଡ୍‌କୋ।  ଭାରତ ଓ ଆଫ୍ରିକା ମହାଦେଶର ୩୦୦ରୁ ଅଧିକ କର୍ମଚାରୀଙ୍କୁ ଏକାଠି ଗୋଟିଏ ମଞ୍ଚକୁ ଆଣି ଦକ୍ଷ … Read More

#Corona ମାଡ଼: କର୍ମଚାରୀଙ୍କ ଦରମା ବନ୍ଦ କଲା ଓସିପିଏଲ୍‌!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶା ତାପଜ ବିଜୁଳି ନିଗମ‌ ଏବଂ ଜଳ ବିଦ୍ୟୁତ୍‌ ନିଗମର ଯୌଥ ଉଦ୍ୟୋଗରେ ଗଢ଼ି ଉଠିଥିବା ରାଜ୍ୟ ସରକାରଙ୍କ କୋଲ୍‌ ଆଣ୍ଡ ପାୱାର ଲିମିଟେଡ୍‌ ( ଓସିପିଏଲ୍‌) ଏହାର କିଛି କର୍ମଚାରୀଙ୍କୁ ଦରମା ଦେଇ ନାହିଁ। ଏହାର … Read More

ଜାନୁୟାରୀରେ ଜିଓ ଯୋଡିଲା ଓଡ଼ିଶାରୁ ୨.୮ ଲକ୍ଷ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡିଶରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୂୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ … Read More

ଆପଲ୍ ବ୍ୟବସାୟର ୨୦ ପ୍ରତିଶତ ଭାରତକୁ ସ୍ଥାନାନ୍ତର କରିବ

୪୮ ନିୟୁତ ଚୀନ୍‌ର ଲୋକ ଆପଲ’ ଦ୍ଵାରା ଜୀବିକା ନିର୍ବାହ କରୁଥିଲେ ଚୀନକୁ ଭୁତାଣୁ ଉତ୍ପାଦନ କେନ୍ଦ୍ର ବୋଲି ଅଭିଯୋଗ କରି ଆମେରିକା ଏହାର ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଚୀନରୁ ଉଠାଇ ଅନ୍ୟ ଦେଶକୁ ନେବାକୁ ଯାଉଛି।  ଏମିତି ଏକ ଶିଳ୍ପ ସ୍ଥାନାନ୍ତରରେ … Read More

ଚୀନ୍‌ର ଏଫଡିଆଇକୁ ଅବରୋଧ ପରେ ଭାରତୀୟ ବଜାରରେ ଚୀନ୍‌ ପୁଞ୍ଜି ନିବେଶକୁ ଭାରତ ରୋକିବ

 ଗତ ମାସରେ, ଯେତେବେଳେ ଚୀନ୍‌ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ପିପୁଲ୍ସ ବ୍ୟାଙ୍କ ଅଫ୍ ଚୀନ୍‌ କିମ୍ବା ପିବିସି ଏଚଡିଏଫସି ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୧ ପ୍ରତିଶତ ଅଂଶଧନ କିଣିଥିଲେ, ସେତେବେଳେ ଭାରତ ସରକାର ଦେଶର ଏଫଡିଆଇ ନିୟମକୁ ବଦଳାଇ ଦେଇଥିଲେ ଏବଂ … Read More

ଭୁବନେଶ୍ୱରରେ ସୋଆର ୩ ହସ୍ପିଟାଲ୍ ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଯୋଗାଇ ଦେଉଛନ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର, : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ … Read More

କୋଭିଡ୍‌-୧୯: ରିଲାଏନ୍ସ ଫାଉଣ୍ଡେସନ୍‌ର ଚାଷୀଙ୍କୁ ବିପଣନ ସହାୟତା

ଭୁବନେଶ୍ୱର: କୋଭିଡ୍‌୧୯ ଯୋଗୁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ସମୟରେ ରିଲାଏନ୍ସ ଫାଉଣ୍ଡେସନ୍ ଚାଷୀଭାଇମାନଙ୍କୁ ଆବଶ୍ୟକ ସହଯୋଗର ହାତ ବଢ଼ାଇଛି । ସାଧାରଣ ଚାଷୀଙ୍କଠାରୁ ଆରମ୍ଭ କରି ମତ୍ସ୍ୟଚାଷୀ, ଛେଳି, ଗାଇ, କୁକୁଡ଼ା, ମେଣ୍ଢା ଚାଷୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ଉତ୍ପାଦନ … Read More

୮ ଘଣ୍ଟା ନୁହେଁ ୧୨ ଘଣ୍ଟା କାମ କରିବେ ଶିଳ୍ପାନୁଷ୍ଠାନ କର୍ମଚାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଶ୍ରମିକଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ କରିବା ଲାଗି ଏହି ଆବଶ୍ୟକତାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଦ୍ଵାରା ଯେଉଁ କର୍ମଚାରୀଙ୍କୁ  ପୂର୍ବରୁ ଯେଉଁ … Read More

ଲକ୍‌ଡାଉନ୍‌ରେ ଜେଏସ୍‌ପିଏଲ୍‌ ବିକ୍ରି ୧୦୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ … Read More

ରିଲାଏନ୍ସ ଜିଓରେ ସିଲ୍‌ଭର ଲେକ୍‌ର ୫ହଜାର କୋଟି ନିବେଶ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅନ୍ୟତମ୍‌ ଟେକ୍ନୋଲୋଜି ନିବେଶ କମ୍ପାନୀ ସିଲଭର ଲେକ୍‌ ରିଲାଏନ୍ସ ଜିଓରେ ୫ହଜାର ୬୭୫ କୋଟି ଟଙ୍କା ନିବେଶ କରିବ।  ଏପ୍ରିଲ୍‌ ୨୨ ତାରିଖରେ ସୋଶାଲ୍‌ ମିଡିଆ ମହାରଥୀ ଫେସ୍‌ବୁକ୍‌ ରିଲାଏନସ ଜିଓରେ ୪୩ ହଜାର ୫୭୪ … Read More